ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କୃଷକ ଭାଇ ଓ ଭଉଣୀଙ୍କ କଲ୍ୟାଣ ପାଇଁ ଆମେ କୌଣସି ସୁଯୋଗ ଛାଡିବାକୁ ଯାଉନାହୁଁ: ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
16 MAR 2023 6:03PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସରକାରଙ୍କ ନୀତି ଯୋଗୁଁ ଚିନି ଶିଳ୍ପରେ ଆତ୍ମର୍ନିଭରଶୀଳ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ଟୁଇଟ୍ ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ମୋର ଇଚ୍ଛା ଯେ କୃଷକ ଭାଇ ଓ ଭଉଣୀଙ୍କ ଜୀବନରେ ଖୁସିର ଏହି ଧାରା ଜାରି ରହୁ । ସେମାନଙ୍କ କଲ୍ୟାଣ ପାଇଁ ଆମେ କୌଣସି ସୁଯୋଗ ଛାଡିବାକୁ ଯାଉନାହୁଁ ।”
HS
(ରିଲିଜ ଆଡି: 1907675)
ପରିଦର୍ଶକ କାଉଣ୍ଟର : 92
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam