ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭୋଜପୁରର ମିଲେଟ ମହୋତ୍ସବ ଲୋକଙ୍କ ମଧ୍ୟରେ ଶ୍ରୀ ଅନ୍ନ ପ୍ରତି ସଚେତନତା ବୃଦ୍ଧି କରିବ: ପ୍ରଧାନମନ୍ତ୍ରୀ
Posted On:
02 MAR 2023 2:52PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭୋଜପୁରର ମିଲେଟ ମହୋତ୍ସବ ଲୋକଙ୍କ ମଧ୍ୟରେ ଶ୍ରୀ ଅନ୍ନ ପ୍ରତି ସଚେତନତା ବୃଦ୍ଧି କରିବ । ଏହାକୁ ନିଜ ଖାଦ୍ୟରେ ସାମିଲ କରିବାକୁ ଲୋକଙ୍କୁ ପ୍ରୋତ୍ସାହିତ ମଧ୍ୟ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି । ବିହାରର ଭୋଜପୁର ଜିଲ୍ଲାରେ ଫେବୃୟାରୀ ୨୮ରୁ ୧ ମାର୍ଚ୍ଚ, ୨୦୨୩ ପର୍ଯ୍ୟନ୍ତ ଦୁଇ ଦିନିଆ ମିଲେଟ ମହୋତ୍ସବ ଆୟୋଜିତ ହୋଇଥିଲା ।
କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଶ୍ରୀ ପଶୁପତି କୁମାର ପାରସଙ୍କ ଟ୍ୱିଟ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଭୋଜପୁରର ମିଲେଟ ମହୋତ୍ସବ ଶ୍ରୀ ଅନ୍ନ ପ୍ରତି ଲୋକଙ୍କ ସଚେତନତା ବଢାଇବା ସହିତ ଏହାକୁ ଖାଦ୍ୟପେୟରେ ସାମିଲ କରିବାକୁ ମଧ୍ୟ ପ୍ରେରିତ କରିବ ।
https://pib.gov.in/PressReleasePage.aspx?PRID=1903485
SR
(Release ID: 1903622)
Visitor Counter : 125
Read this release in:
Assamese
,
English
,
Urdu
,
Hindi
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam