ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
‘ଏଗଜାମ ୱାରିୟର୍ସ’ ପୁସ୍ତିକାର ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମ୍ପର୍କିତ ସମସ୍ତ ଚିନ୍ତାରୁ ମୁକ୍ତ ରଖିବା: ପ୍ରଧାନମନ୍ତ୍ରୀ
प्रविष्टि तिथि:
25 FEB 2023 9:44AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ସମ୍ପର୍କିତ ସମସ୍ତ ଚିନ୍ତାରୁ ମୁକ୍ତ ରଖିବା ଏଗଜାମ ୱାରିୟର୍ସ ପୁସ୍ତିକାର ଉଦ୍ଦେଶ୍ୟ । ଶ୍ରୀ ମୋଦୀ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇଛନ୍ତି, ଯେଉଁଥିରେ ମନ୍ତ୍ରୀ ସୂଚନା ଦେଇଛନ୍ତି ଝାଡଖଣ୍ଡ, କୋଦର୍ମାର ଏକ ସ୍କୁଲର ଛାତ୍ରଛାତ୍ରୀମାନେ ଏକଜାମ ୱାରିୟର୍ସ ପୁସ୍ତିକା ପଢି ନିଜକୁ ପରୀକ୍ଷା ସମ୍ପର୍କିତ ଚିନ୍ତାରୁ ମୁକ୍ତ ରଖିପାରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବହୁତ ବଢିଆ! ଛାତ୍ରଛାତ୍ରୀମାନେ ପରୀକ୍ଷା ସମ୍ପର୍କିତ ସମସ୍ତ ଚିନ୍ତାରୁ ମୁକ୍ତ ହୁଅନ୍ତୁ, ଏହା ହିଁ ଏଗଜାମ ୱାରିୟର୍ସର ଉଦ୍ଦେଶ୍ୟ... ”
SR
(रिलीज़ आईडी: 1902443)
आगंतुक पटल : 173
इस विज्ञप्ति को इन भाषाओं में पढ़ें:
हिन्दी
,
English
,
Urdu
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam