ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସବୁଜ ଶକ୍ତି କ୍ଷେତ୍ରରେ ନିରନ୍ତର ବିକାଶ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ: ପ୍ରଧାମନ୍ତ୍ରୀ

प्रविष्टि तिथि: 23 FEB 2023 9:14AM by PIB Bhubaneswar

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର   ମୋଦୀ ସବୁଜ ଶକ୍ତି କ୍ଷେତ୍ରରେ ନିରନ୍ତର ବିକାଶ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି କହିଛନ୍ତି

କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେଙ୍କ ଏକ ଟୁଇଟ୍ ଜବାବରେ ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେଉଁଥିରେ ସେ ଫେମ୍‍- ଯୋଜନା ଅନ୍ତର୍ଗତ ବୈଦ୍ୟୁତିକ ଯାନଗୁଡିକ ୨୨. କୋଟି ଲିଟର ଇନ୍ଧନ ସଞ୍ଚୟ କରିବା ସହିତ ୩୩. କୋଟି କିଲୋଗ୍ରାମ ସିଓ୨ ହ୍ରାସ କରିଥିବା ଦର୍ଶାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ସବୁଜ ଶକ୍ତି କ୍ଷେତ୍ରରେ ନିରନ୍ତର ବିକାଶ ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧୟ

HS


(रिलीज़ आईडी: 1901655) आगंतुक पटल : 213
इस विज्ञप्ति को इन भाषाओं में पढ़ें: Kannada , English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Malayalam