ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସାଂସଦ ରତ୍ନ ପୁରସ୍କାର ପାଇବାକୁ ଯାଉଥିବା ସହକର୍ମୀ ସାଂସଦମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 22 FEB 2023 7:51PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଂସଦ ସହକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି, ଯେଉଁମାନେ ସାଂସଦ ରତ୍ନ ପୁରସ୍କାର ୨୦୨୩ ପାଇବେ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହଲାଦ ଯୋଶୀଙ୍କ ଏକ ଟୁଇଟ୍ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ସାଂସଦ ସହକର୍ମୀଙ୍କୁ ଅଭିନନ୍ଦନ, ଯେଉଁମାନେ ସାଂସଦ ରତ୍ନ ପୁରସ୍କାର ପାଇବେ । ସେମାନେ ସେମାନଙ୍କର ସମୃଦ୍ଧ ଜ୍ଞାନ ସହିତ ସଂସଦୀୟ ବ୍ୟବସ୍ଥାକୁ ସମୃଦ୍ଧ କରି ରଖନ୍ତୁ ।”

HS


(ରିଲିଜ ଆଡି: 1901530) ପରିଦର୍ଶକ କାଉଣ୍ଟର : 177