ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଜାତୀୟ ରେସ ୱାକିଂ ଚାମ୍ପିୟନସିପ ବିଜେତା ଅକ୍ଷଦୀପ ସିଂହ ଓ ପ୍ରିୟଙ୍କା ଗୋସ୍ୱାମୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 15 FEB 2023 6:54PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ରେସ ୱାକିଂ ଚାମ୍ପିୟନସିପ ବିଜେତା ରେସ ୱାକର୍ସ ଅକ୍ଷଦୀପ ସିଂହ ଓ ପ୍ରିୟଙ୍କା ଗୋସ୍ୱାମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ ସେମାନଙ୍କ ଆଗାମୀ ପ୍ରୟାସ ପାଇଁ ଶୁଭକାମନା ମଧ୍ୟ ଜଣାଇଛନ୍ତି ।

ସାଇ ମିଡିଆର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଅଭିନନ୍ଦନ ଅକ୍ଷଦୀପ ଓ @Priyanka_Goswam । ଆପଣମାନଙ୍କ ଆଗାମୀ ପ୍ରୟାସ ପାଇଁ ଶୁଭକାମନା ।   

 

SR



(Release ID: 1899600) Visitor Counter : 117