ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜୟନ୍ତୀ ଅବସରରେ ପଣ୍ଡିତ ଜଓ୍ୱାହରଲାଲ ନେହରୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 14 NOV 2022 9:54AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୟନ୍ତୀ ଅବସରରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜଓ୍ୱାହରଲାଲ ନେହରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଜୟନ୍ତୀ ଅବସରରେ ଆମ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜଓ୍ୱାହରଲାଲ ନେହରୁ ଜୀଙ୍କୁ ଶ୍ରଦ୍ଧାଞ୍ଜଳି । ଦେଶ ପ୍ରତି ତାଙ୍କ ଅବଦାନକୁ ମଧ୍ୟ ଆମେ ସ୍ମରଣ କରୁଛୁ ।

 

SR



(Release ID: 1875981) Visitor Counter : 81