ରାଷ୍ଟ୍ରପତିଙ୍କ ସଚିବାଳୟ
ଭାରତର ରାଷ୍ଟ୍ରପତିଙ୍କ ନିକଟରେ ନିଜର ପରିଚୟ ପତ୍ର ଉପସ୍ଥାପନ କରିଛନ୍ତି ପାଞ୍ଚଟି ଦେଶର ରାଜଦୂତ
Posted On:
26 OCT 2022 12:43PM by PIB Bhubaneshwar
ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ଆଜି (26 ଅକ୍ଟୋବର, 2022) ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ଉଗାଣ୍ଡାର ହାଇ କମିଶନର ଓ ଭିଏତନାମ୍, ଇରାନ୍, ସ୍ବିଡେନ୍ ତଥା ବେଲଜିୟମର ରାଜଦୂତମାନଙ୍କ ଠାରୁ ପରିଚୟ ପତ୍ର ସ୍ବୀକାର କରିଛନ୍ତି। ପରିଚୟ ପତ୍ର ଉପସ୍ଥାପନ କରିଥିବା ଦୂତମାନେ ହେଉଛନ୍ତି :
1. ମହାମହିମ ସୁଶ୍ରୀ ଜଏସ୍ କାକୁରାମାତ୍ସି କିକାଫୁଣ୍ଡା, ହାଇ କମିଶନର, ଉଗାଣ୍ଡା ରିପବ୍ଲିକ୍
2. ମହାମହିମ ଶ୍ରୀ ଗୁୟେନ ଥାନ୍ ହେ, ରାଜଦୂତ, ଭିଏତନାମ ସୋସିଆଲିଷ୍ଟ ରିପବ୍ଲିକ୍
3. ମହାମହିମ ଡା. ଇରାଜ୍ ଇଲାହୀ, ରାଜଦୂତ, ଇରାନ୍ ଇସଲାମିକ୍ ରିପବ୍ଲିକ୍
4. ମହାମହିମ ଶ୍ରୀ ଜାନ୍ ଥେସଲେଫ୍, ରାଜଦୂତ, ସ୍ବିଡେନ୍
5. ମହାମହିମ ଶ୍ରୀ ଦିଦିୟର ଭାଣ୍ଡେରହାସେଲ୍ଟ, ରାଜଦୂତ, କିଙ୍ଗଡମ୍ ଅଫ୍ ବେଲ୍ଜିୟମ
BS
(Release ID: 1871036)