ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଜୁରାଟୀ ନବବର୍ଷ ଅବସରରେ ସମସ୍ତ ଗୁଜୁରାଟୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 26 OCT 2022 11:29AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟୀ ନବବର୍ଷ ଅବସରରେ ଗୁଜୁରାଟୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନବବର୍ଷ ସମସ୍ତଙ୍କ ଜୀବନକୁ ଆଲୋକିତ କରିବା ସହ ପ୍ରଗତି ପଥରେ ଆଗେଇ ନେଉ ବୋଲି ଶ୍ରୀ ମୋଦୀ କାମନା କରିବା ସହ ଗୁଜୁରାଟ ସର୍ବଦା ସଫଳତାର ନୂଆ ଦିଗନ୍ତ ହାସଲ କରୁ ବୋଲି କହିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

SR


(Release ID: 1870961)