ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜାମ୍ମୁ କାଶ୍ମୀର ପର୍ଯ୍ୟଟନ କ୍ଷେତ୍ର ପ୍ରଗତିଶୀଳ ବିକାଶରେ ରେକର୍ଡ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
Posted On:
07 OCT 2022 11:45PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ କାଶ୍ମୀର ପର୍ଯ୍ୟଟନ କ୍ଷେତ୍ର ପ୍ରଗତିଶୀଳ ବିକାଶରେ ରେକର୍ଡ କରିବା ପରେ ଖୁସି ବ୍ୟକ୍ତ କରିଛନ୍ତି ।
ଜାମ୍ମୁ କାଶ୍ମୀର ସୂଚନା ଏବଂ ଲୋକସମ୍ପର୍କ ବିଭାଗର ଏକ ଟୁଇଟ୍କୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଚମତ୍କାର ଖବର! ଜାମ୍ମୁ କାଶ୍ମୀରବାସୀଙ୍କୁ ସେମାନଙ୍କ ଆଦର ଏବଂ ଆତିଥେୟତା ପାଇଁ ପ୍ରଶଂସା ।”
HS
(Release ID: 1866341)
Visitor Counter : 106
Read this release in:
English
,
Urdu
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam