ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମା କାତ୍ୟାୟନୀଙ୍କ ଆଶୀର୍ବାଦ କାମନା କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 01 OCT 2022 9:26AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀ ଅବସରରେ ଶ୍ରଦ୍ଧାଳୁମାନଙ୍କ ପାଇଁ ମା କାତ୍ୟାୟନୀଙ୍କ ଆଶୀର୍ବାଦ କାମନା କରିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ତାଙ୍କ ନିକଟରେ ଆତ୍ମବଳ ଓ ଆତ୍ମବିଶ୍ୱାସ କାମନା କରିଛନ୍ତି । ସେ ଦେବୀଙ୍କ ସ୍ତୁତି ମଧ୍ୟ ଶେୟାର କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

"चन्द्रहासोज्ज्वलकरा शार्दूलवरवाहना।

कात्यायनी च शुभदा देवी दानवघातिनी॥

ମା ଦୁର୍ଗାଙ୍କ କାତ୍ୟାୟନୀ ସ୍ୱରୂପ ବେଶ ଅଦ୍ଭୁତ ଓ ଅଲୌକିକ । ଆଜି ତାଙ୍କ ଆରାଧନା ଦ୍ୱାରା ସମସ୍ତଙ୍କୁ ନୂତନ ଆତ୍ମବଳ ଓ ଆତ୍ମବିଶ୍ୱାସ ଆଶୀର୍ବାଦ ମିଳୁ ବୋଲି କାମନା କରୁଛି ।

 

SR


(रिलीज़ आईडी: 1864141) आगंतुक पटल : 247
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam