ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲତା ମଙ୍ଗେଶକର ଜୀଙ୍କ ସହିତ ଥିବା ସ୍ମୃତିକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
28 SEP 2022 8:27PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲତା ମଙ୍ଗେଶକର ଜୀଙ୍କ ସହ ତାଙ୍କର କଥାବାର୍ତ୍ତାର ସ୍ମୃତି ଏବଂ ମୁହୂର୍ତ୍ତକୁ ସେୟାର କରିଛନ୍ତି ।
ମୋଦୀ ଅଭିଲେଖାଗାରର ଏକ ଟୁଇଟ୍ ସୂତ୍ରକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ସୁନ୍ଦର ସମ୍ପର୍କ । ଅନେକ ସ୍ମୃତି ଫେରାଇ ଆଣେ ...”
HS
(ରିଲିଜ ଆଡି: 1863202)
ପରିଦର୍ଶକ କାଉଣ୍ଟର : 163
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam