ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୁଲି ଥିଭାରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 01 SEP 2022 9:05AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାହସୀ ପୁଲି ଥିଭାରଙ୍କୁ  ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ମୁଁ ତାଙ୍କ ଜନ୍ମ ବାର୍ଷିକୀରେ ସାହସୀ ପୁଲି ଥିଭାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ତାଙ୍କର ବୀରତ୍ୱ ଏବଂ ନିଷ୍ଠା ଅଗଣିତ ଲୋକଙ୍କୁ ପ୍ରେରଣା ଯୋଗାଇଥାଏ ସାମ୍ରାଜ୍ୟବାଦକୁ ପ୍ରତିରୋଧ କରିବାରେ ସେ ଆଗରେ ଥିଲେ ସେ ସର୍ବଦା ଲୋକଙ୍କ ପାଇଁ ଲଢେଇ କରୁଥିଲେ

HS


(रिलीज़ आईडी: 1855964) आगंतुक पटल : 163
इस विज्ञप्ति को इन भाषाओं में पढ़ें: Bengali , English , Urdu , Marathi , हिन्दी , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam