ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମାଳଦୀପ ରାଷ୍ଟ୍ରପତିଙ୍କ ଔପଚାରିକ ଭାରତ ଗସ୍ତର ପରିଣାମ ସୂଚୀ
ପୋଷ୍ଟ କରାଯିବା ଦିନାଙ୍କ:
02 AUG 2022 10:20PM by PIB Bhubaneshwar
କ) ପ୍ରକଳ୍ପ ଶିଳାନ୍ୟାସ/ସମୀକ୍ଷା
୧. ଭାରତ ଦ୍ୱାରା ଅନୁଦାନପ୍ରାପ୍ତ ୫୦୦ ମିଲିୟନ ଆମେରିକୀୟ ଡଲାରର ଗ୍ରେଟଲ ମାଲେ ସଂଯୋଗୀକରଣ ପ୍ରକଳ୍ପର କଂକ୍ରିଟ କାମ- ସ୍ଥାୟୀ କାମ ଆରମ୍ଭର ପ୍ରତୀକ
୨. ଏକ୍ସିମ ବ୍ୟାଙ୍କ ଅଫ ଇଣ୍ଡିଆ ବାୟର୍ସ କ୍ରେଡିଟ ଫାଇନାନ୍ସ ଅନ୍ତର୍ଗତ ୨୨୭ ମିଲିୟନ ଆମେରିକୀୟ ଡଲାର ପୁଞ୍ଜି ବିନିଯୋଗରେ ହୁଲହୁମାଲେ ଠାରେ ନିର୍ମିତ ହେଉଥିବା ୪୦୦୦ ସାମାଜିକ ଆବାସ ୟୁନିଟର ପ୍ରଗତି ସମୀକ୍ଷା
୩. ଆଡ୍ଡୁ ସଡକ ସମେତ ୩୪ ଦ୍ୱୀପରେ ପୁର୍ନବାସନ, ଜଳ ଓ ପରିମଳ ଏବଂ ଶୁକ୍ରବାର ମସଜିଦ ପୁନରୁଦ୍ଧାର ପ୍ରକଳ୍ପ ସହ ଭାରତ ମାଳଦୀପ ବିକାଶ ସହଯୋଗ ସମୀକ୍ଷା
ଖ) ରାଜିନାମା/ଏମଓୟୁ ଆଦାନପ୍ରଦାନ
୧. ମାଳଦୀପ ସ୍ଥାନୀୟ ପରିଷଦ ସଦସ୍ୟ ଓ ମାଳଦୀପ ମହିଳା ବିକାଶ ସମିତିଙ୍କ ଦକ୍ଷତା ବିକାଶ ଓ ତାଲିମ ପାଇଁ ଏନଆଇଆରଡିପିଆର, ଭାରତ ଓ ମାଳଦୀପର ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ରାଜିନାମା
୨. ସମ୍ଭାବ୍ୟ ମାଛଧରା ଅଞ୍ଚଳ ପୂର୍ବାନୁମାନ ଦକ୍ଷତା ବିକାଶ ଓ ତଥ୍ୟ ଆଦାନପ୍ରଦାନ ଓ ସାମୁଦ୍ରିକ ବିଜ୍ଞାନ ଗବେଷଣା ପାଇଁ ଆଇଏନସିଓଆଇଏସ, ଭାରତ ଏବଂ ମତ୍ସ୍ୟ ମନ୍ତ୍ରାଳୟ, ମାଳଦୀପ ମଧ୍ୟରେ ରାଜିନାମା
୩. ସାଇବର ସୁରକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ସିଇଆରଟି- ଇଣ୍ଡିଆ ଓ ଏନସିଆଇଟି, ମାଳଦୀପଙ୍କ ମଧ୍ୟରେ ରାଜିନାମା
୪. ବିପର୍ଯ୍ୟୟ ପ୍ରବନ୍ଧନ କ୍ଷେତ୍ରରେ ସହଯୋଗ ପାଇଁ ଏନଡିଏମଏ, ଭାରତ ଓ ଏନଡିଏମଏ, ମାଲଦୀପଙ୍କ ମଧ୍ୟରେ ରାଜିନାମା
୫. ମାଲଦୀପ ପୁଲିସ ଭିତ୍ତିଭୂମି ପାଇଁ ୪୧ ମିଲିୟନ ଆମେରିକୀୟ ଡଲାର ବାୟର୍ସ କ୍ରେଡିଟ ଫାଇନାନ୍ସିଂ ପାଇଁ ଏକ୍ସିମ ବ୍ୟାଙ୍କ ଭାରତ ଓ ଅର୍ଥ ମନ୍ତ୍ରାଳୟ, ମାଳଦୀପଙ୍କ ମଧ୍ୟରେ ବୁଝାମଣା
୬. ହୁଲହୁମାଲେ ଠାରେ ଅତିରିକ୍ତ ୨ ହଜାର ସାମାଜିକ ଆବାସ ୟୁନିଟ ନିର୍ମାଣ ପାଇଁ ୧୧୯ ମିଲିୟନ ଆମେରିକୀୟ ଡଲାର ବାୟର୍ସ କ୍ରେଡିଟ ଫଣ୍ଡିଂ ଅନୁମୋଦନ ନିମନ୍ତେ ଏକ୍ସିମ ବ୍ୟାଙ୍କ ଭାରତ ଓ ଅର୍ଥ ମନ୍ତ୍ରାଳୟ, ମାଳଦୀପ ମଧ୍ୟରେ ରାଜିନାମା
ଗ) ଘୋଷଣା
୧. ମାଳଦୀପରେ ଭିତ୍ତିଭୂମି ପ୍ରକଳ୍ପଗୁଡିକୁ ପାଣ୍ଠି ଯୋଗାଇବା ପାଇଁ ୧୦୦ ମିଲିୟନ ଆମେରିକୀୟ ଡଲାରର ନୂତନ କ୍ରେଡିଟ ଲାଇନ ସୃଷ୍ଟି
୨. ଲାଇନ ଅଫ କ୍ରେଡିଟ ଅନ୍ତର୍ଗତ ୧୨୮ ମିଲିୟନ ଆମେରିକୀୟ ଡଲାର ହନିମଧୁ ବିମାନବନ୍ଦର ବିକାଶ ପ୍ରକଳ୍ପ ପାଇଁ ଇପିସି କଣ୍ଟ୍ରାକ୍ଟ ପ୍ରଦାନକୁ ଅନୁମୋଦନ
୩. ଲାଇନ ଅଫ କ୍ରେଡିଟ ଅନ୍ତର୍ଗତ ୩୨୪ ମିଲିୟନ ଆମେରିକୀୟ ଡଲାର ଗୁଲିଫାହଲୁ ବନ୍ଦର ବିକାଶ ପ୍ରକଳ୍ପ ପାଇଁ ଡିପିଆର ଓ ଟେଣ୍ଡର ପ୍ରକ୍ରିୟାକୁ ଅନୁମୋଦନ
୪. ଲାଇନ ଅଫ କ୍ରେଡିଟ ଅନ୍ତର୍ଗତ ୩୦ ମିଲିୟନ ଆମେରିକୀୟ ଡଲାର କ୍ୟାନ୍ସର ହସ୍ପିଟାଲ ପ୍ରକଳ୍ପ ପାଇଁ ବ୍ୟବହାର୍ଯ୍ୟତା ରିପୋର୍ଟ ଓ ବିତ୍ତୀୟ ଆବଶ୍ୟକତାକୁ ଅନୁମୋଦନ
୫. ୬. ହୁଲହୁମାଲେ ଠାରେ ଅତିରିକ୍ତ ୨ ହଜାର ସାମାଜିକ ଆବାସ ୟୁନିଟ ନିର୍ମାଣ ପାଇଁ ୧୧୯ ମିଲିୟନ ଆମେରିକୀୟ ଡଲାର ବାୟର୍ସ କ୍ରେଡିଟ ଫଣ୍ଡିଂ ଅନୁମୋଦନ ନିମନ୍ତେ ଏକ୍ସିମ ବ୍ୟାଙ୍କ ଭାରତ ଓ ଅର୍ଥ ମନ୍ତ୍ରାଳୟ, ମାଳଦୀପ ମଧ୍ୟରେ ରାଜିନାମା
୬. ଭାରତ ଓ ମାଳଦୀପ ମଧ୍ୟରେ ଟିକସ ମୁକ୍ତ ଟୁନା ରପ୍ତାନୀ ସୁବିଧା
୭. ପୂର୍ବରୁ ମାଳଦୀପ ଜାତୀୟ ସେନା ବାହିନୀକୁ ପ୍ରଦାନ କରାଯାଇଥିବା ସିଜିଏସ ହୁରାଭି ବଦଳରେ ଆଉ ଏକ ଜାହାଜ ଯୋଗାଣ
୮. ମାଳଦୀପ ଜାତୀୟ ସେନା ବାହିନୀକୁ ଦ୍ୱିତୀୟ ଲ୍ୟାଣ୍ଡିଂ କ୍ରାଫ୍ଟ ଆସଲ୍ଟ (ଏଲସିଏ) ଯୋଗାଣ
୯. ମାଳଦୀପ ଜାତୀୟ ସେନା ବାହିନୀକୁ ୨୪ଟି ୟୁଟିଲିଟି ଭେହିକିଲ ଉପହାର
SR
(ରିଲିଜ ଆଡି: 1847876)
ପରିଦର୍ଶକ କାଉଣ୍ଟର : 231
ଏହି ରିଲିଜ ପଢନ୍ତୁ :
Bengali
,
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam