ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ଓଡିଶାକୁ ପିଏମ୍‌ଏୱାଇ – ସହରୀ ମିଶନ ଯୋଜନା ପାଇଁ ୧୦୩୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା


ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପିଏମ୍‌ଏୱାଇ – ସହରୀ ମିଶନର ସମ୍ପ୍ରସାରଣ ବିଚାରାଧୀନ ସ୍ଥିତିରେ ଅଛି

୧୦୧. ୯୪ ଲକ୍ଷ ବାସଗୃହର ଆଧାର ପ୍ରସ୍ତୁତ କରା ଯାଇଛି, ଯେଉଁ ଗୁଡିକ ମଧ୍ୟରୁ ୬୧.୧୫ ଲକ୍ଷ ସମ୍ପୂର୍ଣ୍ଣ ହୋଇ ସାରିଛି/ ହିତାଧିକାରୀଙ୍କୁ ପ୍ରଦାନ କରା ଯାଇ ସାରିଛି

Posted On: 21 JUL 2022 3:32PM by PIB Bhubaneshwar

ବାସଗୃହ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ (ୟୁଟି) ଗୁଡିକର ସମସ୍ତ ଯୋଗ୍ୟ ସହରୀ ହିତାଧିକାରୀ ମାନଙ୍କୁ ସମସ୍ତ ଋତୁରେ ପକ୍କ। ବାସଗୃହ ପ୍ରଦାନ କରିବା ନିମନ୍ତେ ୨୫.୦୬.୨୦୧୫ ଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ (ପିଏମ୍‌ଏୱାଇ ୟୁ) – ‘ସମସ୍ତଙ୍କ ପାଇଁ ବାସଗୃହମିଶନ ମାଧ୍ୟମରେ କେନ୍ଦ୍ରୀୟ ସହାୟତା ପ୍ରଦାନ କରୁଛି । ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ ପ୍ରସ୍ତାବ ଗୁଡିକ ଆଧାରରେ, ମିଶନ ଅବଧି ସମୟରେ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ମୋଟ୍ ୧୨୨. ୬୯ ଲକ୍ଷ ବାସଗୃହ ଗୁଡିକୁ ମଞ୍ଜୁରି ପ୍ରଦାନ କରା ଯାଇଛି ।

ସ୍ୱୀକୃତିପ୍ରାପ୍ତ ବାସଗୃହ ଗୁଡିକ ମଧ୍ୟରୁ ୧୦୧ . ୯୪ ଲକ୍ଷ ବାସଗୃହ ନିର୍ମାଣ ନିମନ୍ତେ ଆଧାର ପ୍ରସ୍ତୁତ କରା ଯାଇଛି; ଯାହା ମଧ୍ୟରୁ ୬୧.୧୫ ଲକ୍ଷ ସମ୍ପୂର୍ଣ୍ଣ ହୋଇ ଯାଇଛି/ ହିତାଧିକାରୀ ମାନଙ୍କୁ ପ୍ରଦାନ କରା ଯାଇଛି । ୨,୦୩,୪୨୭ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତାକୁ ମଞ୍ଜୁରି ପ୍ରଦାନ କରା ଯାଇଛି; ଯାହା ମଧ୍ୟରୁ ୧,୨୦,୧୩୦ କୋଟି ଟଙ୍କା ପ୍ରଦାନ କରି ଦିଆ ଯାଇଛି । ଗତ ତିନି ବର୍ଷ ସମୟ ମଧ୍ୟରେ ନିର୍ମିତ ବାସଗୃହ ଗୁଡିକର ସଂଖ୍ୟା ଏବଂ ପ୍ରଦାନ କରା ଯାଇଥିବା କେନ୍ଦ୍ରୀୟ ସହାୟତାର ପରିମାଣ ରାଜ୍ୟ ଏବଂ କେନ୍ଦ୍ର ତଥ୍ୟର ବିବରଣୀ ଅନୁବନ୍ଧରେ ଉଲ୍ଲେଖ ରହିଛି । 

ଯୋଜନା ଅଧୀନରେ ସ୍ୱୀକୃତିପ୍ରାପ୍ତ ସମସ୍ତ ବାସଗୃହ ଗୁଡିକୁ ଆର୍ଥିକ ସହାୟତାର ପ୍ରକାର ଏବଂ କାର୍ଯ୍ୟାନ୍ୱୟନର ପଦ୍ଧତିକୁ ପରିବର୍ତନ ନକରି ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରିବା ନିମନ୍ତେ ମିଶନକୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିବାର ପ୍ରସ୍ତାବ ବିଚରାଧୀନ ସ୍ଥିତିରେ ରହିଛି । ଏହା ମଧ୍ୟରେ, ଋଣ ସଂଯୁକ୍ତ ସବ୍‌ସିଡି (ରିହାତି) ଯୋଜନା ବ୍ୟତୀତ ସମସ୍ତ କାର୍ଯ୍ୟ ନିମନ୍ତେ ୬ ମାସର ଆନ୍ତରିଣ ସମ୍ପ୍ରସାରଣ ଦିଆ ଯାଇଛି ।

ଅନୁବନ୍ଧ

ପିଏମ୍‌ଏୱାଇ ୟୁ ଅଧୀନରେ ଗତ ତିନି ବର୍ଷ ସମୟ (ଆର୍ôଥକ ବର୍ଷ ୨୦୧୯ -୨୦୨୨) ମଧ୍ୟରେ ପ୍ରତ୍ୟେକ ବର୍ଷ ନିମନ୍ତେ ସମ୍ପୂର୍ଣ୍ଣ ହୋଇଥିବା ବାସଗୃହ ଗୁଡିକର ସଂଖ୍ୟା ଏବଂ ଜାରି କରା ଯାଇଥିବା କେନ୍ଦ୍ରୀୟ ସହାୟତାର ରାଜ୍ୟ / କେନ୍ଦ୍ର ସ୍ତରୀୟ ସବିଶେଷ ତଥ୍ୟର ବିବରଣୀ ।

 

Sl.No.

 

State/UT

Number of Houses Completed

Central Assistance Released

(₹ in Cr.)

 

2019-20

 

2020-21

 

2021-22

 

2019-20

 

2020-21

 

2021-22

1

A&N Island (UT)

-

23

1

0.17

0.46

1.06

2

Andhra Pradesh

30,100

98,115

64,352

918.78

2,419.06

2,475.25

3

Arunachal Pradesh

385

1,222

556

21.31

8.57

27.70

4

Assam

3,953

10,245

15,663

494.46

125.57

180.48

5

Bihar

13,229

23,628

13,184

528.23

572.14

93.37

6

Chandigarh (UT)

363

406

144

8.24

9.18

3.45

7

Chhattisgarh

35,423

48,442

13,575

724.64

690.18

380.89

8

UT of DNH&DD

1,483

1,811

1,127

35.90

45.57

26.06

9

Delhi (NCR)

6,320

6,311

1,748

144.27

145.09

44.65

10

Goa

425

1,579

358

9.82

37.00

9.17

11

Gujarat

1,11,871

1,64,759

1,62,709

2,254.24

3,241.67

4,192.91

12

Haryana

10,644

19,008

7,074

247.72

290.17

172.77

13

Himachal Pradesh

1,268

1,877

1,681

29.96

32.81

46.49

14

J&K (UT)

1,877

3,643

3,758

99.78

131.54

43.67

15

Jharkhand

12,775

24,029

10,985

331.12

535.22

260.35

16

Karnataka

30,591

66,857

27,190

702.37

1,142.07

529.76

17

Kerala

24,314

22,863

8,398

265.94

173.63

371.92

18

Ladakh (UT)

28

41

132

-

0.43

4.46

19

Lakshadweep (UT)

-

-

-

-

-

-

20

Madhya Pradesh

50,505

1,09,151

61,757

1,044.94

2,411.97

1,977.88

21

Maharashtra

1,17,042

1,54,873

1,91,395

2,405.44

3,943.22

3,358.43

22

Manipur

647

1,580

430

65.09

99.94

0.13

23

Meghalaya

-

57

261

0.64

1.30

16.77

24

Mizoram

1,832

1,394

1,000

7.89

71.92

14.34

25

Nagaland

276

1,552

2,882

14.48

106.43

34.19

26

Odisha

15,413

25,939

10,199

320.96

386.57

328.49

27

Puducherry (UT)

919

2,193

1,041

51.08

37.11

16.67

28

Punjab

12,272

16,345

10,441

188.08

507.35

252.69

29

Rajasthan

28,425

43,074

32,104

600.89

789.30

995.61

30

Sikkim

18

97

33

0.38

1.57

1.35

31

TamilNadu

66,089

1,21,239

52,166

1,942.30

1,627.37

1,569.99

32

Telangana

39,144

88,615

23,474

384.76

777.17

297.90

33

Tripura

6,261

10,281

3,956

166.45

233.95

61.69

34

Uttar Pradesh

1,65,638

2,99,327

2,79,947

4,046.35

4,913.38

3,942.93

35

Uttarakhand

5,137

5,120

5,490

79.95

160.84

89.21

36

West Bengal

45,997

75,974

23,507

931.36

1,606.51

420.50

Grand Total

8,40,664

14,51,670

10,32,718

19,067.99

27,276.26

22,243.18

 

ଲୋକ ସଭାରେ ଏକ ପ୍ରଶ୍ନର ଲିଖିତ ଉତର ଦେଇ ବାସଗୃହ ଏବଂ ସହରାଂଚଳ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ କୌଶଳ କିଶୋର ଏହି ସୂଚନା ପ୍ରଦାନ କରିଛନ୍ତି ।

***

SSP


 

 

 



(Release ID: 1843624) Visitor Counter : 85