ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

କୋଭିଡ-୧୯: ସଦ୍ୟତମ ସ୍ଥିତି

ପୋଷ୍ଟ କରାଯିବା ଦିନାଙ୍କ: 28 MAR 2022 8:53AM by PIB Bhubaneswar

କୋଭିଡ ନିୟନ୍ତ୍ରଣ ପାଇଁ ରାଷ୍ଟ୍ରୀୟ ସ୍ତରରେ ଟିକାଦାନ କାର୍ଯ୍ୟକ୍ରମ ଅଧୀନରେ ଏପର୍ଯ୍ୟନ୍ତ ୧୮୩.୨୬ କୋଟି ଟିକା ଦିଆଯାଇସାରିଲାଣି ବର୍ତ୍ତମାନ ଦେଶରେ ୧୫,୮୫୯ ଜଣ ସକ୍ରିୟ ରୋଗୀ ଅଛନ୍ତି ଏହାର ଶତକଡା ହାର ହେଉଛି .୦୪ ଶତାଂଶ ସେହିପରି ଆରୋଗ୍ୟ ହାର ୯୮.୭୫ ପ୍ରତିଶତ ରହିଛି ଗତ ୨୪ ଘଣ୍ଟା ମଧ୍ୟରେ ,୫୬୭ ଜଣ ଆରୋଗ୍ୟ ଲାଭ କରିଛନ୍ତି ଏହାକୁ ମିଶାଇ ମୋଟ ,୨୪,୮୩,୮୨୯ ଜଣ ଆରୋଗ୍ୟ ଲାଭ କରିଲେଣି ଗତ ୨୪ ଘଣ୍ଟା ମଧ୍ୟରେ ,୨୭୦ ଜଣ ନୂଆ ସଂକ୍ରମିତ ହୋଇଛନ୍ତି ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ହାର .୨୯ ଶତାଂଶ ଏବଂ ସାପ୍ତାହିକ ସଂକ୍ରମଣ ହାର .୨୬ ଶତାଂଶ ଅଛି ଗତ ୨୪ ଘଣ୍ଟା ମଧ୍ୟରେ ,୩୨,୩୮୯ ଟି ନମୁନା ପରୀକ୍ଷା କରାଯାଇଛି ଏହାକୁ ମିଶାଇ ୭୮.୭୩ କୋଟି ନମୁନା ପର୍ଯ୍ୟନ୍ତ ପରୀକ୍ଷା କରାଗଲାଣି

SSD/DD


(ରିଲିଜ ଆଡି: 1810513) ପରିଦର୍ଶକ କାଉଣ୍ଟର : 258