ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମୁମ୍ବାଇ ଠାରେ ଭାରତ ରତ୍ନ ଲତା ମଙ୍ଗେଶକରଙ୍କୁ ପ୍ରଧାନମନ୍ତ୍ରୀ ଶେଷ ସମ୍ମାନ ଜଣାଇଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
06 FEB 2022 7:25PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇ ଠାରେ ଭାରତ ରତ୍ନ ଲତା ମଙ୍ଗେଶକରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମୁମ୍ବାଇ ଠାରେ ଲତା ଦିଦିଙ୍କୁ ମୋର ଶେଷ ସମ୍ମାନ ପ୍ରଦାନ କରିଛି । https://t.co/3oKNLaMySB"
HS
(ରିଲିଜ ଆଡି: 1796063)
ପରିଦର୍ଶକ କାଉଣ୍ଟର : 202
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam