ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ଗଣତନ୍ତ୍ର ଦିବସ ଅବସରରେ ସମ୍ମାନଜନକ ସାମରିକ ରାଙ୍କ ଘୋଷଣା

प्रविष्टि तिथि: 25 JAN 2022 12:00PM by PIB Bhubaneswar

ନୂଆଦିଲ୍ଲୀ, ୨୫/୧(ପିଆଇବି): ଗଣତନ୍ତ୍ର ଦିବସ (୨୦୨୨) ପାଳନ ଅବସରରେ ସେନା ପକ୍ଷରୁ ସମ୍ମାନଜନକ ସାମରିକ ରାଙ୍କ  ଘୋଷଣା କରାଯାଇଛି । ଏଥିରେ ଅନରାରୀ କମିଶନ, କ୍ୟାପଟେନ ଓ ଲେଫ୍ଟନାଣ୍ଟ ପଦ (ରାଙ୍କ) ରହିଛି । ଏହାଛଡା ଅବସରପ୍ରାପ୍ତ  ନାଏବ ସବ୍ ରାଙ୍କ  ତାଲିକା ମଧ୍ୟ ପ୍ରକାଶ ପାଇଛି । ପୂର୍ଣ୍ଣାଙ୍ଗ ତାଲିକା ଦେଖିବାକୁ ନିମ୍ନ ଲିଙ୍କରେ କ୍ଲକ୍ କରନ୍ତୁ ।

Hony Nb Sub Rank on retirement

Hony Ranks on retirement

LIST OF ACTIVE LIST HONORARY RANKS JAN 2022

*****

TM/ SLP


(रिलीज़ आईडी: 1792687) आगंतुक पटल : 264
इस विज्ञप्ति को इन भाषाओं में पढ़ें: Bengali , English , Urdu , हिन्दी , Marathi , Punjabi , Tamil