ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶହୀଦ ଭଗତ ସିଂହଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

Posted On: 28 SEP 2021 10:58AM by PIB Bhubaneshwar

ଜୟନ୍ତୀ ଅବସରରେ ଶହୀଦ ଭଗତ ସିଂହଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂହଙ୍କୁ ତାଙ୍କ ଜନ୍ମ-ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ।

ବୀର ଭଗତ ସିଂହ ପ୍ରତି ଭାରତୀୟଙ୍କ ହୃଦୟରେ ବିରାଜମାନ କରୁଛନ୍ତି । ତାଙ୍କ ବୀରତ୍ୱପୂର୍ଣ୍ଣ ବଳିଦାନ ଅସଂଖ୍ୟ ଲୋକଙ୍କ ମଧ୍ୟରେ ଦେଶପ୍ରେମର ବହ୍ନିକୁ ପ୍ରଜ୍ୱଳିତ କରିଥିଲା । ଜୟନ୍ତୀ ଅବସରରେ ତାଙ୍କୁ ନମନ କରୁଛି ଓ ତାଙ୍କ ମହାନ ଆଦର୍ଶକୁ ସ୍ମରଣ କରୁଛି ।” 

 

SR



(Release ID: 1758889) Visitor Counter : 216