ପୋଷ୍ଟ କରାଯିବା ଦିନାଙ୍କ:
28 SEP 2021 10:58AM by PIB Bhubaneswar
ଜୟନ୍ତୀ ଅବସରରେ ଶହୀଦ ଭଗତ ସିଂହଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂହଙ୍କୁ ତାଙ୍କ ଜନ୍ମ-ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ।
ବୀର ଭଗତ ସିଂହ ପ୍ରତି ଭାରତୀୟଙ୍କ ହୃଦୟରେ ବିରାଜମାନ କରୁଛନ୍ତି । ତାଙ୍କ ବୀରତ୍ୱପୂର୍ଣ୍ଣ ବଳିଦାନ ଅସଂଖ୍ୟ ଲୋକଙ୍କ ମଧ୍ୟରେ ଦେଶପ୍ରେମର ବହ୍ନିକୁ ପ୍ରଜ୍ୱଳିତ କରିଥିଲା । ଜୟନ୍ତୀ ଅବସରରେ ତାଙ୍କୁ ନମନ କରୁଛି ଓ ତାଙ୍କ ମହାନ ଆଦର୍ଶକୁ ସ୍ମରଣ କରୁଛି ।”
SR