ଜାହାଜ ଚଳାଚଳ ମନ୍ତ୍ରଣାଳୟ
azadi ka amrit mahotsav

ପାରାଦୀପ ବନ୍ଦର କ୍ରୀଡା ପରିଷଦ ଦ୍ୱାରା କ୍ରୀଡା ପ୍ରଶିକ୍ଷାର୍ଥୀ ଚୟନ

प्रविष्टि तिथि: 11 SEP 2021 8:39PM by PIB Bhubaneshwar

ପ୍ରମୁଖ ବନ୍ଦର କ୍ରୀଡା ନିୟନ୍ତ୍ରଣ ବୋର୍ଡର କ୍ରୀଡା ପ୍ରଶିକ୍ଷାର୍ଥୀ ସ୍କିମ୍ ଅଧୀନରେ ପାରାଦୀପ ବନ୍ଦର କ୍ରୀଡ଼ା ପରିଷଦ ସେପ୍ଟେମ୍ବରରୁ ୧୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ପାରାଦୀପ ବନ୍ଦର ସ୍ଥିତ ଗୋପାବନ୍ଧୁ ଷ୍ଟାଡିୟମ୍ରେ ଭଲିବଲ୍‌, କ୍ରିକେଟ୍‌, ଫୁଟବଲ୍ ଏବଂ ଆଥଲେଟିକ୍ ଭଳି ବିଭିନ୍ନ ବର୍ଗରେ କ୍ରୀଡ଼ା ପ୍ରଶିକ୍ଷାର୍ଥୀ ଚୟନର ଆୟୋଜନ କରିଥିଲା ଏହି ଚୟନ ପରୀକ୍ଷଣରେ, ଉପରୋକ୍ତ ବର୍ଗର ୩୬୯ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ ଉପରୋକ୍ତ ବର୍ଗର ମନୋନୀତ ଖେଳାଳିମାନେ ବର୍ଷ ପାଇଁ ପାରାଦୀପ ବନ୍ଦର କ୍ରୀଡ଼ା ପରିଷଦ ଅଧୀନରେ ତାଲିମ ନେବେ

ବରିଷ୍ଠ ଅଧିକାରୀ, କ୍ରୀଡ଼ା ପ୍ରଶିକ୍ଷକ ଏବଂ ଓଡିଶା କ୍ରିକେଟ୍ ଆସୋସିଏସନର ପ୍ରତିନିଧିଙ୍କ ଏକ କମିଟି ଦ୍ୱାରା ଚୟନ ପ୍ରକ୍ରିୟା କରାଯାଇଥିଲା ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ କରି ସମଗ୍ର ଚୟନ ପ୍ରକ୍ରିୟା କରାଯାଇଥିଲା

 

HS


(रिलीज़ आईडी: 1754208) आगंतुक पटल : 238
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Punjabi