ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-୧୯ ଅପ୍ଡେଟ
Posted On:
05 SEP 2021 9:26AM by PIB Bhubaneshwar
ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ ୬୮.୪୬ କୋଟି ଟିକା ଦିଆଯାଇସାରିଛି ।
ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୪୨, ୭୬୬ ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।
ସକ୍ରିୟ ମାମଲା ସର୍ବମୋଟ ମାମଲାର ୧. ୨୪ପ୍ରତିଶତ ଅଟେ ।
ଭାରତରେ ବର୍ତ୍ତମାନ ୪,୧୦, ୦୪୮ ସକ୍ରିୟ ମାମଲା ରହିଛି ।
ବର୍ତ୍ତମାନ ଆରୋଗ୍ୟ ହାର ୯୭.୪୨ ପ୍ରତିଶତ ଅଟେ ।
ଗତ ୨୪ଘଣ୍ଟା ମଧ୍ୟରେ ୩୮,୦୯୧ ରୋଗୀ ସୁସ୍ଥ ହୋଇଛନ୍ତି , ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩, ୨୧, ୩୮, ୦୨୯ ରୋଗୀ ସୁସ୍ଥ ହୋଇଛନ୍ତି ।
ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ୨.୬୨ ପ୍ରତିଶତ ଅଟେ, ଯାହା ଗତ ୭୨ ଦିନରେ ୩ ପ୍ରତିଶତରୁ କମ୍ ରହିଛି ।
ଦୈନିକ ସଂକ୍ରମଣ ହାର ୨.୪୫ ପ୍ରତିଶତ ଅଟେ ।
ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୫୩.୦୦କୋଟି ପରୀକ୍ଷଣ କରାଯାଇସାରିଛି ।
*****
NS / SLP
(Release ID: 1752369)
Visitor Counter : 240