ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପଡେଟ

Posted On: 13 AUG 2021 9:19AM by PIB Bhubaneshwar

ଦେଶବ୍ୟାପି ଟିକାକରଣ ଅଭିଯାନରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୨.୯୫ କୋଟିରୁ ଅଧିକ ଟିକାକରଣ କରାଯାଇଛି । ସକ୍ରିୟ ମାମଲା ସର୍ବମୋଟ୍ ମାମଲାର ୧.୨ଠ ପ୍ରତିଶତ ରହିଛି, ଯାହାକି ମାର୍ଚ୍ଚ ୨ଠ୨ଠ ପରେ ସବୁଠାରୁ କମ୍ ।

ଭାରତରେ ବର୍ତ୍ତମାନ ୩,୮୫,୨୨୭ଟି ମାମଲା ସକ୍ରିୟ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଆରୋଗ୍ୟ ହାର ୯୭.୪୬ ପ୍ରତିଶତ ରହିଛି ।

ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩,୧୩,ଠ୨,୩୪୫ ରୋଗୀ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ୪୨,୨୯୫ ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ୪ଠ,୧୨ଠ ଜଣ ସଂକ୍ରମିତ ହୋଇଛନ୍ତି ।

ସାପ୍ତାହିକ ପଜିଟିଭିଟି ହାର ୫ ପ୍ରତିଶତରୁ କମ୍ ରହିଛି, ଯାହାକି ବର୍ତ୍ତମାନ ଏହା ୨.୧୩ ପ୍ରତିଶତ ରହିଛି । ଦୈନିକ ପଜିଟିଭିଟି ହାର ୨.ଠ୪ ପ୍ରତିଶତ ରହିଛି । ଯାହା ଗତ ୧୮ ଦିନ ମଧ୍ୟରେ ୩ ପ୍ରତିଶତରୁ କମ୍ ରହିଛି । ଟେଷ୍ଟିଂ କ୍ଷମତାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୪୮,୯୪ କୋଟି ନମୁନା ପରୀକ୍ଷା କରାଯାଇସାରିଛି ।

 

NS



(Release ID: 1745480) Visitor Counter : 201