କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ

କେନ୍ଦ୍ର ମନ୍ତ୍ରିମଣ୍ଡଳ ଦ୍ୱାରା ନଡ଼ିଆ ବିକାଶ ବୋର୍ଡ଼ର ଅଧ୍ୟକ୍ଷ ପଦକୁ ଅଣ- କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ପରିଣତ କରିବା ନିମନ୍ତେ ନଡ଼ିଆ ବିକାଶ ବୋର୍ଡ଼ ଅଧିନିୟମ, ୧୯୭୯ରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ

Posted On: 08 JUL 2021 7:21PM by PIB Bhubaneshwar

କେନ୍ଦ୍ର ମନ୍ତ୍ରିମଣ୍ଡଳ କୃଷି, ସହକାରୀତା ତଥା କୃଷକ କଲ୍ୟାଣ ବିଭାଗ ଦ୍ୱାରା ନଡ଼ିଆ ବିକାଶ ବୋର୍ଡର ଅଧ୍ୟକ୍ଷ ପଦକୁ ଅଣ କାର୍ଯ୍ୟକାରୀ ପଦବୀରେ ପରିଣତ କରିବା ନିମନ୍ତେ ଥିବା ପ୍ରସ୍ତାବକୁ ନିଜର ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହା ଫଳରେ ନଡ଼ିଆ ଉତ୍ପାଦନକାରୀମାନଙ୍କୁ ବ୍ୟାପକ ମାତ୍ରାରେ ଲାଭ ମିଳିପାରିବ ।

 

****

ss


(Release ID: 1734197) Visitor Counter : 190