ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ହକି ଖେଳାଳି ବଲବୀର ସିଂ ସିନିୟରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 25 MAY 2020 2:30PM by PIB Bhubaneshwar

ହକି ଖେଳାଳି ପଦ୍ମଶ୍ରୀ ଶ୍ରୀ ବଲବୀର ସିଂ ସିନିୟରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି

"ପଦ୍ମଶ୍ରୀ ଶ୍ରୀ ବଲବୀର ସିଂ ସିନିୟର ତାଙ୍କ ଉଲ୍ଲେଖନୀୟ କ୍ରୀଡ଼ା ପ୍ରଦର୍ଶନ ଲାଗି ସର୍ବଦା ସ୍ମରଣୀୟ ହୋଇ ରହିବେ ସେ ଦେଶ ପାଇଁ ଅନେକ ଗର୍ବ ଏବଂ ପୁରସ୍କାର ଆଣିଥିଲେ ନିଃସନ୍ଦେହରେ ସେ ଜଣେ ଉଜ୍ଜ୍ୱଳ ହକି ଖେଳାଳି, ସେ ମଧ୍ୟ ଜଣେ ମହାନ ପରାମର୍ଶଦାତା ଭାବରେ ପରିଚିତ ଥିଲେ ତାଙ୍କର ଦେହାନ୍ତରେ ମର୍ମାହତ ତାଙ୍କ ପରିବାର ଏବଂ ଶୁଭେଚ୍ଛୁଙ୍କ ପ୍ରତି ସମବେଦନା, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

 

**********



(Release ID: 1627226) Visitor Counter : 103