ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ଡୋମେଷ୍ଟିକ ଫ୍ଲାଇଟ ଉଡାଣ ଘେନି କୌଣସି ନିଷ୍ପତ୍ତି ହୋଇନାହିଁ
प्रविष्टि तिथि:
19 APR 2020 12:02PM by PIB Bhubaneshwar
ଦେଶ ଭିତରେ ଆଭ୍ୟନ୍ତରୀଣ ଯାତ୍ରୀ ପରିବହନ ପାଇଁ ଡୋମେଷ୍ଟିକ ପାସେଞ୍ଜର ଫ୍ଲାଇଟ ଉଡାଣ ପୁନର୍ବାର ଆରମ୍ଭ କରିବା ଘେନି କୌଣସି ନିଷ୍ପତ୍ତି ହୋଇନଥିବା ସରକାରୀ ଭାବେ କୁହାଯାଇଛି । କରୋନା ଲକଡାଉନ ଦୃଷ୍ଟିରୁ ଏହି ବିମାନସେବାକୁ ବାତିଲ କରାଯାଇଥିଲା।
************
(रिलीज़ आईडी: 1616002)
आगंतुक पटल : 148
इस विज्ञप्ति को इन भाषाओं में पढ़ें:
Assamese
,
Telugu
,
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Punjabi
,
Gujarati
,
Tamil
,
Kannada
,
Malayalam