ପୋଷ୍ଟ କରାଯିବା ଦିନାଙ୍କ:
15 NOV 2026 2:59PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ ରେଭନ୍ଥ ରେଡ୍ଡୀ, ତେଲେଙ୍ଗାନା ସରକାରଙ୍କ ମନ୍ତ୍ରୀ ଶ୍ରୀ ୱାକିତି ଶ୍ରୀହରି ଏବଂ ଶ୍ରୀ ଉତ୍ତମ କୁମାର ରେଡ୍ଡୀ ଏବଂ କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଭେଟିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସ ରେ ପୋଷ୍ଟ କରିଛି:
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ ରେଭନ୍ଥ ରେଡ୍ଡୀ ଗାରୁ, ତେଲେଙ୍ଗାନା ସରକାରଙ୍କ ମନ୍ତ୍ରୀ ଶ୍ରୀ ୱାକିତି ଶ୍ରୀହରି ଗାରୁ, ଶ୍ରୀ ଉତ୍ତମ କୁମାର ରେଡ୍ଡୀ ଗାରୁ ଏବଂ କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ।
HS