ଅର୍ଥ ମନ୍ତ୍ରଣାଳୟ
azadi ka amrit mahotsav

ରାଜ୍ୟ ସରକାରମାନଙ୍କୁ ନିୟମିତ ଟିକସ ଭାଗ ବାବଦରେ ୧,୦୯,୦୧୯ କୋଟି ଟଙ୍କା ଅଗ୍ରୀମ ଆକାରରେ ଜାରି କଲେ କେନ୍ଦ୍ର ସରକାର


ଟିକସ ଭାଗ ବାବଦରେ ଓଡ଼ିଶାକୁ ମିଳିଲା ୪,୮୧୯ କୋଟି ଟଙ୍କା

ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟମାନଙ୍କୁ ସେମାନଙ୍କର ବିକାଶମୂଳକ/କଲ୍ୟାଣକାରୀ ଯୋଜନା ସଂକ୍ରାନ୍ତ ଖର୍ଚ୍ଚ ନିମନ୍ତେ ପୁଞ୍ଜି ବ୍ୟୟ ଓ ଅର୍ଥ ବିନିଯୋଗକୁ ତ୍ୱରାନ୍ୱିତ କରିବା ଲାଗି ଅର୍ଥ ଯୋଗାଇ ଦେଲେ କେନ୍ଦ୍ର ସରକାର

ପୋଷ୍ଟ କରାଯିବା ଦିନାଙ୍କ: 05 NOV 2026 5:43PM by PIB Bhubaneswar

 

କେନ୍ଦ୍ର ସରକାର ୫ ନଭେମ୍ବର ୨୦୨୬ରେ ରାଜ୍ୟ ସରକାରମାନଙ୍କୁ ଟିକସ ଭାଗ ବାବଦରେ ୧,୦୯,୦୧୯ କୋଟି ଟଙ୍କାର ଅର୍ଥରାଶି ଅଗ୍ରୀମ ଆକାରରେ ଜାରି କରିଛନ୍ତି । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟମାନଙ୍କୁ ସେମାନଙ୍କର ବିକାଶମୂଳକ/କଲ୍ୟାଣକାରୀ ଯୋଜନା ସଂକ୍ରାନ୍ତ ଖର୍ଚ୍ଚ ନିମନ୍ତେ ପୁଞ୍ଜି ବ୍ୟୟ ଓ ଅର୍ଥ ବିନିଯୋଗକୁ ତ୍ୱରାନ୍ୱିତ କରିବା ଲାଗି ଏହି ଅର୍ଥରାଶି ଆଗୁଆ ଯୋଗାଇ ଦିଆଯାଇଛି । ଓଡ଼ିଶାକୁ ଟିକସ ଭାଗ ବାବଦରେ ୪,୮୧୯ କୋଟି ଟଙ୍କା ମିଳିଛି ।

 

ରାଜ୍ୟଗୁଡ଼ିକୁ ମିଳିଥିବା ଅର୍ଥରାଶିର ତାଲିକା ନିମ୍ନରେ ଦିଆଗଲା:

 

କ୍ରଂସଂ

ରାଜ୍ୟଗୁଡ଼ିକର ନାମ

ଟଙ୍କା (କୋଟିରେ)

1

ଆନ୍ଧ୍ରପ୍ରଦେଶ

4597

2

ଅରୁଣାଚଳ ପ୍ରଦେଶ

1476

3

ଆସାମ

3552

4

ବିହାର

10845

5

ଛତିଶଗଡ

3602

6

ଗୋଆ

398

7

ଗୁଜରାଟ

4094

8

ହରିୟାଣା

1484

9

ହିମାଚଳ ପ୍ରଦେଶ

996

10

ଝାଡ଼ଖଣ୍ଡ

3660

11

କର୍ଣ୍ଣାଟକ

4504

12

କେରଳ

2597

13

ମଧ୍ୟପ୍ରଦେଶ

8010

14

ମହାରାଷ୍ଟ୍ର

7022

15

ମଣିପୁର

682

16

ମେଘାଳୟ

688

17

ମିଜୋରାମ

615

18

ନାଗାଲାଣ୍ଡ

524

19

ଓଡ଼ିଶା

4819

20

ପଞ୍ଜାବ

2176

21

ରାଜସ୍ଥାନ

6460

22

ସିକ୍କିମ୍

365

23

ତାମିଲନାଡୁ

4466

24

ତେଲଙ୍ଗାନା

2370

25

ତ୍ରିପୁରା

699

26

ଉତ୍ତରପ୍ରଦେଶ

19208

27

ଉତ୍ତରାଖଣ୍ଡ

1244

28

ପଶ୍ଚିମବଙ୍ଗ

7866

 

******

PS


(ରିଲିଜ ଆଡି: 2333314) ପରିଦର୍ଶକ କାଉଣ୍ଟର : 11