ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ ପାରା ଗେମ୍ସ ୨୦୨୬ ରେ ମହିଳା ୧୫୦୦ ମିଟର ଟି୧୨/୧୩ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ରାଧା ଭେଙ୍କଟେଶ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 21 OCT 2026 10:08AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ ପାରା ଗେମ୍ସ ୨୦୨୬ରେ ମହିଳା ୧୫୦୦ ମିଟର ଟି୧୨/୧୩ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ରାଧା ଭେଙ୍କଟେଶ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଶ୍ରୀ ମୋଦୀ ତାଙ୍କର ଏହି ସଫଳତା ପାଇଁ ଗର୍ବ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ, ଭାରତ ତାଙ୍କର ଏହି ସଫଳତାକୁ ଉତ୍ସାହର ସହ ପାଳନ କରୁଛି । ଭବିଷ୍ୟତରେ ଆହୁରି ଅନେକ ସଫଳତା ହାସଲ କରିବା ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;

“ରାଧା ଭେଙ୍କଟେଶଙ୍କ ଏକ ଚମତ୍କାର ସଫଳତା! ଏସୀୟ ପାରା ଗେମ୍ସ ୨୦୨୬ରେ ମହିଳା ୧୫୦୦ ମିଟର ଟି୧୨/୧୩ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିବାରୁ ଆମେ ତାଙ୍କ ପାଇଁ ଗର୍ବିତ । ଭାରତ ତାଙ୍କର ଏହି ସଫଳତାକୁ ଉତ୍ସାହର ସହିତ ପାଳନ କରୁଛି । ଭବିଷ୍ୟତରେ ଆହୁରି ଅନେକ ସଫଳତା ହାସଲ କରିବା ପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି: PM @narendramodi”

 

SR


(ରିଲିଜ ଆଡି: 2325682) ପରିଦର୍ଶକ କାଉଣ୍ଟର : 15