ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସହିଦ ଭଗତ ସିଂହଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
28 SEP 2026 9:24AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶହୀଦ ଭଗତ ସିଂହଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ଅଦମ୍ୟ ସାହସ ଏବଂ ବୀରତ୍ୱ ଦ୍ୱାରା ସହିଦ ଭଗତ ସିଂହ ସ୍ୱାଧୀନତା ଆନ୍ଦୋଳନକୁ ଏକ ନୂତନ ରୂପ ଦେଇଥିଲେ। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ରାଷ୍ଟ୍ରର ସମ୍ମାନ ପାଇଁ ସବୁକିଛି ତ୍ୟାଗ କରିବାର ତାଙ୍କର ଉତ୍ସାହ ଭାରତର ଯୁବକମାନଙ୍କ ସାହସ ଏବଂ ସଂକଳ୍ପର ପ୍ରତୀକ ହୋଇ ରହିଛି।
ଏକ୍ସ ଉପରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି:
"ଶହୀଦ ଭଗତ ସିଂହଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି।
ନିଜର ଅଦମ୍ୟ ସାହସ ଏବଂ ବୀରତ୍ୱ ଦ୍ୱାରା ସେ ସ୍ୱାଧୀନତା ଆନ୍ଦୋଳନକୁ ଏକ ନୂତନ ଗତି ପ୍ରଦାନ କରିଥିଲେ।
ରାଷ୍ଟ୍ରର ସମ୍ମାନ ପାଇଁ ସବୁକିଛି ତ୍ୟାଗ କରିବାର ତାଙ୍କର ଉତ୍ସାହ ଭାରତର ଯୁବକମାନଙ୍କ ସାହସ ଏବଂ ଧୈର୍ଯ୍ୟର ପ୍ରତୀକ
HS
(ରିଲିଜ ଆଡି: 2319184)
ପରିଦର୍ଶକ କାଉଣ୍ଟର : 8
ଏହି ରିଲିଜ ପଢନ୍ତୁ :
Bengali
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali-TR
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam