ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତକୁ ଏକ ସ୍ଥିରତାର ଦ୍ୱୀପ ଏବଂ ଅଭିବୃଦ୍ଧିର ଇଞ୍ଜିନ ଭାବେ ଦର୍ଶାଇଥିବା ଏକ ନିବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
17 SEP 2026 2:37PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ହରିଶ ସାଲଭେଙ୍କ ଦ୍ୱାରା ପ୍ରକାଶିତ ଏକ ନିବନ୍ଧ ସେୟାର କରିଛନ୍ତି, ଯେଉଁଥିରେ ଏକ ଅଶାନ୍ତ ସମୟରେ ଭାରତ କିପରି ସ୍ଥିରତାର ଦ୍ୱୀପ ଏବଂ ଅଭିବୃଦ୍ଧିର ଇଞ୍ଜିନ ଭାବେ ଉଭା ହୋଇଛି, ତାହା ଉପରେ ଆଲୋକପାତ କରାଯାଇଛି।
ଶ୍ରୀ ସାଲଭେ ଏହାର ଶ୍ରେୟ ପ୍ରଧାନମନ୍ତ୍ରୀଙ୍କ ସ୍ଥିର ନେତୃତ୍ୱ ଏବଂ ରାଜନୈତିକ ନିରନ୍ତରତାକୁ ଦେଇଛନ୍ତି ଏବଂ ଉଲ୍ଲେଖ କରିଛନ୍ତି ଯେ ଜାତୀୟ ଦିଗକୁ ନେଇ ଏକ ସ୍ପଷ୍ଟ ଧାରଣା ଭାରତର ଅର୍ଥନୀତି, ବୈଦେଶିକ ନୀତି ଏବଂ ଦୀର୍ଘକାଳୀନ ରାଷ୍ଟ୍ର ନିର୍ମାଣକୁ ମଜବୁତ କରିଛି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସ ରେ ପୋଷ୍ଟ କରିଛି:
ଶ୍ରୀ ହରିଶ ସାଲଭେ ଲେଖିଛନ୍ତି ଯେ ଏକ ଅଶାନ୍ତ ସମୟରେ ଭାରତ ସ୍ଥିରତାର ଏକ ଦ୍ୱୀପ ଏବଂ ଅଭିବୃଦ୍ଧିର ଇଞ୍ଜିନ ଭାବେ ଉଭା ହୋଇଛି।
ସେ ଏହାକୁ ପ୍ରଧାନମନ୍ତ୍ରୀଙ୍କ ସ୍ଥିର ନେତୃତ୍ୱ ଏବଂ ରାଜନୈତିକ ନିରନ୍ତରତା ବୋଲି ଦର୍ଶାଇ କହିଛନ୍ତି ଯେ ଜାତୀୟ ଦିଗକୁ ନେଇ ଏକ ସ୍ପଷ୍ଟ ଧାରଣା ଭାରତର ଅର୍ଥନୀତି, ବୈଦେଶିକ ନୀତି ଏବଂ ଦୀର୍ଘକାଳୀନ ରାଷ୍ଟ୍ର ନିର୍ମାଣକୁ ମଜବୁତ କରିଛି ।
HS
(ରିଲିଜ ଆଡି: 2312303)
ପରିଦର୍ଶକ କାଉଣ୍ଟର : 7
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam