ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆତ୍ମନିର୍ଭରଶୀଳତା ଏବଂ ସେବା ଉପରେ ଗୁରୁତ୍ୱ ଦେଉଥିବା ସଂସ୍କୃତ 'ସୁଭାଶିତମ୍ ’ କୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
18 SEP 2026 11:24AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ୟମାନଙ୍କୁ ଆତ୍ମନିର୍ଭରଶୀଳତା ଏବଂ ସେବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ।
‘‘ସ୍ବାଧୀନୈବ ସମୃଦ୍ଧିର୍ଜନୋପଜିବ୍ୟତ୍ବମୁଛ୍ରୟରଚ୍ଛୟା ।
ସପ୍ତୁଂସେ ମରୁଭୂରିବ ଜୀବନମାତ୍ରଂ ସମାସାୟମ୍ ।।’’
ଏହା ଏହି ବାର୍ତ୍ତା ପ୍ରଦାନ କରେ ଯେ ପ୍ରକୃତ ସମୃଦ୍ଧି ଆତ୍ମନିର୍ଭରଶୀଳତାରେ ନିହିତ ଥିବାବେଳେ ପ୍ରକୃତ ଉନ୍ନତି ଅନ୍ୟମାନଙ୍କ ପାଇଁ ଜୀବିକା ଏବଂ ସହାୟତାର ଉତ୍ସ ହେବାରେ ନିହିତ ।
ପ୍ରଧାନମନ୍ତ୍ରୀ 'ଏକ୍ସ "ରେ ପୋଷ୍ଟ କରିଛନ୍ତି:
‘‘ସ୍ବାଧୀନୈବ ସମୃଦ୍ଧିର୍ଜନୋପଜିବ୍ୟତ୍ବମୁଛ୍ରୟରଚ୍ଛୟା ।
ସପ୍ତୁଂସେ ମରୁଭୂରିବ ଜୀବନମାତ୍ରଂ ସମାସାୟମ୍ ।।’’
HS
(ରିଲିଜ ଆଡି: 2312300)
ପରିଦର୍ଶକ କାଉଣ୍ଟର : 7
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam