ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସତ୍ୟ ଏବଂ ପ୍ରାମାଣିକ ସୂଚନା ଉପରେ ଗୁରୁତ୍ୱ ଦେଉଥିବା ସଂସ୍କୃତ ସୁଭାଶିତମକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
31 AUG 2026 12:52PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସ୍କୃତ ସୁଭାଶିତମକୁ ସେୟାର କରି ଗୁରୁତ୍ୱାରୋପ କରିଛନ୍ତି ଯେ ଯେଉଁ ସୂଚନା ପ୍ରସାରିତ ହୁଏ ତାହା ସତ୍ୟ, ପ୍ରାମାଣିକ ଏବଂ ଜନସ୍ୱାର୍ଥରେ ହେବା ଉଚିତ, ଯାହା ଲୋକଙ୍କୁ ସଶକ୍ତ କରିଥାଏ ଏବଂ ସୌହାର୍ଦ୍ଦ୍ୟ ଆଣିଥାଏ
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ପଦ ସେୟାର କରିଛନ୍ତି –
‘‘ଭଦ୍ରଂ କର୍ଣ୍ଣୋଭିଃ ଶୃଣୁୟାମ ଦେବା ଭଦ୍ରଂ ପଶ୍ୟେମାକ୍ଷଭିର୍ଯଜତ୍ରାଃ
ସ୍ଥିରୈସଡଗୈ୍ତୁଷ୍ଣୁ ବାଂସସ୍ତନୂଭିର୍ବଶେମ ଦେବାହିତଂ ଯଦାୟୁଃ ।।’’
ପ୍ରଧାନମନ୍ତ୍ରୀ 'ଏକ୍ସ "ରେ ପୋଷ୍ଟ କରିଛନ୍ତି:
‘‘ଭଦ୍ରଂ କର୍ଣ୍ଣୋଭିଃ ଶୃଣୁୟାମ ଦେବା ଭଦ୍ରଂ ପଶ୍ୟେମାକ୍ଷଭିର୍ଯଜତ୍ରାଃ
ସ୍ଥିରୈସଡଗୈ୍ତୁଷ୍ଣୁ ବାଂସସ୍ତନୂଭିର୍ବଶେମ ଦେବାହିତଂ ଯଦାୟୁଃ ।।’’
HS
(ରିଲିଜ ଆଡି: 2304872)
ପରିଦର୍ଶକ କାଉଣ୍ଟର : 21
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam