ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବୈଶାଖୀ ଅବସରରେ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 14 APR 2026 9:17AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବୈଶାଖୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏକ୍ସ ରେ ଏକ ପୋଷ୍ଟ କରି ସେ କହିଛନ୍ତି:

 

“ଆପଣମାନଙ୍କୁ ସମସ୍ତଙ୍କୁ ବୈଶାଖୀର ଶୁଭକାମନା!”

 

ଆପଣ ସମସ୍ତଙ୍କୁ ଶୁଭ ବୈଶାଖୀ କାମନା କରୁଛି!

@ ନରେନ୍ଦ୍ର ମୋଦୀ

 

*****

MT


(रिलीज़ आईडी: 2255070) आगंतुक पटल : 31
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Bengali , Bengali-TR , Manipuri , Punjabi , Gujarati , Tamil , Telugu , Kannada , Malayalam