ରାଷ୍ଟ୍ରପତିଙ୍କ ସଚିବାଳୟ
ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ପୋଷ୍ଟ କରାଯିବା ଦିନାଙ୍କ:
20 APR 2026 4:44PM by PIB Bhubaneswar
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି (୨୧ ଏପ୍ରିଲ, ୨୦୨୬)ରେ ଓଡ଼ିଶା ଗସ୍ତରେ ଆସିବେ। ଏହି ଦିନିକିଆ ଗସ୍ତରେ ରାଷ୍ଟ୍ରପତି ରାଉରକେଲା ଠାରେ ଏକ ପ୍ଲାନେଟାରିୟମ ଓ ବିଜ୍ଞାନ କେନ୍ଦ୍ର ଏବଂ ନିର୍ମଳ ମୁଣ୍ଡା ପରିବେଶ ପଥକୁ ଉଦଘାଟନ କରିବେ । ସେ ଏକ ଜନସଭାରେ ମଧ୍ୟ ଉଦବୋଧନ ଦେବେ । ରାଷ୍ଟ୍ରପତି ରାଉରକେଲାଠାରେ ଏକ ଜନଜାତି ସଂଗ୍ରହାଳୟ ଏବଂ କମାଣ୍ଡ ଓ ନିୟନ୍ତ୍ରଣ କକ୍ଷକୁ ମଧ୍ୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
******
PS/Swadhin/Manoj
(ରିଲିଜ ଆଡି: 2253845)
ପରିଦର୍ଶକ କାଉଣ୍ଟର : 11