କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
୩୦ ଜାନୁଆରୀ ୨୦୨୬ ସୁଦ୍ଧା ରବି ଫସଲ କ୍ଷେତ୍ରଫଳରେ ଅଗ୍ରଗତି
ପୋଷ୍ଟ କରାଯିବା ଦିନାଙ୍କ:
02 FEB 2026 7:13PM by PIB Bhubaneswar
ରବି ଫସଲ ବୁଣାରେ ଦୃଢ଼ ଅଭିବୃଦ୍ଧି ରେକର୍ଡ
ଗତ ବର୍ଷ ତୁଳନାରେ ମୋଟ କ୍ଷେତ୍ରଫଳ ୧୫.୮୮ ଲକ୍ଷ ହେକ୍ଟର ବୃଦ୍ଧି
ଡାଲି ଚାଷ କ୍ଷେତ୍ରଫଳ ୫.୦୩ ଲକ୍ଷ ହେକ୍ଟର ବଢ଼ିଲା; ଚଣା ଚାଷରେ ୪.୯୮ ଲକ୍ଷ ହେକ୍ଟରର ଉଲ୍ଲେଖନୀୟ ବୃଦ୍ଧି
ମୋଟ ରବି ଫସଲ କ୍ଷେତ୍ରଫଳ ୬୭୬.୮୪ ଲକ୍ଷ ହେକ୍ଟରରେ ପହଞ୍ଚିଛି, ଯାହା ଚଳିତ ଋତୁରେ ସ୍ଥିର ପ୍ରଗତିକୁ ପ୍ରତିଫଳିତ କରିଥାଏ
କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ,୨୦୨୫-୨୬ ରବି ଋତୁରେ ୩୩୪. ୧୭ ଲକ୍ଷ ହେକ୍ଟର ଜମିରେ ଗହମ ଚାଷ କରାଯାଇଥିଲା। ୨୦୨୪-୨୫ରେ ରବି ଚାଷ କ୍ଷେତ୍ରଫଳ ୩୨୮.୦୪ ଲକ୍ଷ ହେକ୍ଟର ଥିଲା। ୨୦୨୫-୨୬ ରବି ଋତୁରେ ୪୫ ଲକ୍ଷ ହେକ୍ଟରରେ ଧାନ ଏବଂ ୧୩୯.୫୫ ଲକ୍ଷ ହେକ୍ଟରରେ ଡାଲି ଚାଷ କରାଯାଇଥିଲା। ପୂର୍ବ ବର୍ଷ ଏହି କ୍ଷେତ୍ରଫଳ ଯଥାକ୍ରମେ ୪୪.୭୩ ଏବଂ ୧୩୪.୦୮ ଲକ୍ଷ ହେକ୍ଟର ଥିଲା। ସେହିପରି ୨୦୨୫-୨୬ରେ ୬୦.୯୩ ଲକ୍ଷ ହେକ୍ଟର ଜମିରେ ଶ୍ରୀ ଅନ୍ନ ଚାଷ କରାଯାଇଥିଲା ଏବଂ ୯୭.୧୯ ଲକ୍ଷ ହେକ୍ଟର ଜମିରେ ତୈଳବୀଜ ଚାଷ କରାଯାଇଥିଲା। ମୋଟ ୬୭୬.୮୪ ଲକ୍ଷ ହେକ୍ଟର ଜମିରେ ରବି ଫସଲ ଚାଷ କରାଯାଇଥିଲା। ୨୦୨୪-୨୫ ରେ ଏହି କ୍ଷେତ୍ରଫଳ ୬୬୦.୯୬ ଲକ୍ଷ ହେକ୍ଟର ଥିଲା।
କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ୩୦ ଜାନୁଆରୀ ୨୦୨୬ ସୁଦ୍ଧା ରବି ଫସଲ ଅଧୀନରେ କ୍ଷେତ୍ର ପରିମାଣର ପ୍ରଗତି ନିମ୍ନଲିଖିତ ସାରଣୀରେ ପ୍ରକାଶ କରିଛି ।
( ଲକ୍ଷ ହେକ୍ଟରରେ କ୍ଷେତ୍ରଫଳ)
|
କ୍ରଂନଂ.
|
ଫସଲ
|
ସାଧାରଣ ରବି କ୍ଷେତ୍ର (ଡିଇଏସ)
|
ରବି ଋତୁ 2024-25ର ଶେଷ ପର୍ଯ୍ୟାୟ
|
କ୍ରମଶଃ ବୁଣାଯାଇଥିବା କ୍ଷେତ୍ର
|
୨୦୨୪-୨୫ ବର୍ଷର ସମାନ ଅବଧି ତୁଳନାରେ ବୃଦ୍ଧି (+) / ହ୍ରାସ (-)
|
|
୨୦୨୫-୨୬
|
ପ୍ରାସଙ୍ଗିକ ଅବଧି 2024-25
|
|
୧
|
ଗହମ
|
୩୧୨.୩୫
|
୩୨୮.୦୪
|
୩୩୪.୧୭
|
୩୨୮.୦୪
|
୬.୧୩
|
|
୨
|
ଚାଉଳ
|
୪୨.୯୩
|
୪୪.୭୩
|
୪୫.୦୦
|
୪୪.୭୩
|
୦.୨୭
|
|
3
|
ଡାଲି
|
୧୪୦.୪୨
|
୧୩୪.୦୮
|
୧୩୯.୫୫
|
୧୩୪.୫୨
|
୫.୦୩
|
|
|
ଚଣା
|
୧୦୦.୯୯
|
୯୧.୨୨
|
୯୬.୨୦
|
୯୧.୨୨
|
୪.୯୮
|
|
|
ମସୁର ଡାଲି
|
୧୫.୧୩
|
୧୬.୯୯
|
୧୮.୧୨
|
୧୭.୬୬
|
୦.୪୫
|
|
|
ମଟର
|
୬.୫୦
|
-
|
୭.୯୨
|
୮.୨୭
|
-୦.୩୫
|
|
|
କୋଳଥ
|
୧.୯୮
|
-
|
୧.୯୮
|
୨.୪୧
|
-୦.୪୩
|
|
|
ବିରି
|
୬.୧୬
|
୬.୧୮
|
୬.୦୬
|
୫.୬୭
|
୦.୩୯
|
|
|
ମୁଗ
|
୧.୪୧
|
୧.୩୬
|
୦.୯୯
|
୧.୦୦
|
୦.୦୦
|
|
|
ଖେସାରି
|
୨.୭୯
|
-
|
୨.୯୮
|
୨.୯୨
|
୦.୦୬
|
|
|
ଅନ୍ୟାନ୍ୟ ଡାଲି
|
୫.୪୬
|
୧୮.୩୩
|
୫.୩୦
|
୫.୩୭
|
-୦.୦୭
|
|
୪
|
ଶ୍ରୀ ଅନ୍ନ ଏବଂ ମିଲେଟ୍ସ
|
୫୫.୩୩
|
୫୯.୦୫
|
୬୦.୯୩
|
୫୯.୯୯
|
୦.୯୩
|
|
|
ଜୁଆର
|
୨୪.୬୨
|
୨୫.୧୭
|
୨୩.୧୩
|
୨୫.୧୭
|
-୨.୦୪
|
|
|
ବାଜରା
|
୦.୫୯
|
-
|
୦.୧୬
|
୦.୧୪
|
୦.୦୨
|
|
|
ମାଣ୍ଡିଆ
|
୦.୭୨
|
-
|
୦.୯୭
|
୦.୭୦
|
୦.୨୭
|
|
|
ଛୋଟ ବାଜରା
|
୦.୧୬
|
-
|
୦.୧୩
|
୦.୧୦
|
୦.୦୩
|
|
|
ମକା
|
୨୩.୬୧
|
୨୭.୮୦
|
୨୯.୧୬
|
୨୭.୮୦
|
୧.୩୬
|
|
|
ଯବ
|
୫.୬୩
|
୬.୦୮
|
୭.୩୮
|
୬.୦୮
|
୧.୩୦
|
|
5
|
ତୈଳବୀଜ
|
୮୬.୭୮
|
୯୩.୪୯
|
୯୭.୧୯
|
୯୩.୬୭
|
୩.୫୨
|
|
|
ତୈଳବୀଜ ଏବଂ ସୋରିଷ
|
୭୯.୧୭
|
୮୬.୫୭
|
୮୯.୩୬
|
୮୬.୫୭
|
୨.୭୯
|
|
|
ଚିନାବାଦାମ
|
୩.୬୯
|
୩.୩୭
|
୩.୫୨
|
୩.୩୭
|
୦.୧୫
|
|
|
କୁସୁମ
|
୦.୭୨
|
୦.୬୪
|
୦.୮୯
|
୦.୬୪
|
୦.୨୫
|
|
|
ସୂର୍ଯ୍ୟମୁଖୀ
|
୦.୭୯
|
୦.୮୧
|
୦.୭୦
|
୦.୫୬
|
୦.୧୪
|
|
|
ରାଶି
|
୦.୪୮
|
୦.୪୧
|
୦.୩୩
|
୦.୪୧
|
-୦.୦୮
|
|
|
ଅଳସୀ ବିହନ
|
୧.୯୩
|
୧.୬୯
|
୧.୯୯
|
୧.୭୬
|
୦.୨୩
|
|
|
ଅନ୍ୟାନ୍ୟ ତୈଳବୀଜ
|
୦.୦୦
|
-
|
୦.୪୦
|
୦.୩୫
|
୦.୦୫
|
|
|
ମୋଟ ଫସଲ
|
୬୩୭.୮୧
|
୬୫୯.୩୯
|
୬୭୬.୮୪
|
୬୬୦.୯୬
|
୧୫.୮୮
|
*****
sws
(ରିଲିଜ ଆଡି: 2232739)
ପରିଦର୍ଶକ କାଉଣ୍ଟର : 23