ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସମ୍ପୂର୍ଣ୍ଣ ଏବଂ ବୈଜ୍ଞାନିକ ଭିତ୍ତିରେ ଆଧାରିତ ଜ୍ଞାନର ଗୁରୁତ୍ୱ ଉପରେ ଆଲୋକପାତ କରୁଥିବା ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 18 FEB 2026 9:47AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ପୂର୍ଣ୍ଣ ଏବଂ ବୈଜ୍ଞାନିକ ଭିତ୍ତିରେ ଆଧାରିତ ଜ୍ଞାନର ଗୁରୁତ୍ୱ ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି। ଏପରି ଏକ ସମ୍ପୂର୍ଣ୍ଣ ପ୍ରକୃତ ଜ୍ଞାନ ବ୍ୟକ୍ତିକୁ ପୂର୍ଣ୍ଣତା, ସ୍ପଷ୍ଟତା ଏବଂ ସତ୍ୟର ସର୍ବୋଚ୍ଚ ଉପଲବ୍ଧି ଆଡ଼କୁ ନେଇଯାଏ।

ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପ୍ରାଚୀନ ସଂସ୍କୃତ ପଦ ଉଦ୍ଧୃତ କରିଥିଲେ:

‘‘ ଜ୍ଞାନଂ ତେହଂ ସବିଜ୍ଞାନମିନ୍ଦଂ ବକ୍ଷାମ୍ୟଶେଷତଃ ।

ୟଜ୍ଜାତ୍ୟା ନେହ ଭୁୟୋ ନଜ୍ଞାତବ୍ୟମବଶିଷ୍ୟତୋ ।।’’

 

HS


(ରିଲିଜ ଆଡି: 2229650) ପରିଦର୍ଶକ କାଉଣ୍ଟର : 47