ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍ୱାସ୍ଥ୍ୟ ଏବଂ ଖୁସି ପାଇଁ ହସର ଶକ୍ତି ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଷିତମ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
04 FEB 2026 9:47AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରାଚୀନ ଜ୍ଞାନ ଉପରେ ଆଧାରିତ ଏକ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ କରିଛନ୍ତି, ଯେଉଁଥିରେ ହସକୁ ସର୍ବୋତ୍ତମ ଔଷଧ ଭାବେ ଗୁରୁତ୍ୱାରୋପ କରାଯାଇଛି।
ଏକ୍ସରେ ଏକ ସଂସ୍କୃତ ପଦ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ:
‘‘ଔଷଧେସ୍ବପି ସର୍ବେଷୁ ହାସ୍ୟଂ ଶ୍ରେଷ୍ଠଂ ବଦନ୍ତି ହଃ ।
ସ୍ବାଧିନଂ ସୁଲଭଂ ଚୌରାରୋଗ୍ୟା ନନ୍ଦବିବର୍ଦ୍ଧନମ୍ ।।’’
HS
(ରିଲିଜ ଆଡି: 2223525)
ପରିଦର୍ଶକ କାଉଣ୍ଟର : 24
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Bengali-TR
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam