ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନାଗରିକମାନଙ୍କୁ ଉଚ୍ଚକୁ ଯିବା ପାଇଁ "ଉଠନ୍ତୁ, ଜାଗ୍ରତ ହୁଅନ୍ତୁ" ଅନୁରୋଧ ସହିତ ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
13 JAN 2026 9:14AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସଂସ୍କୃତ ସୁଭାଷିତମ୍ ସେୟାର କରି ନାଗରିକମାନଙ୍କୁ ଜାଗରଣର ଭାବନାକୁ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ସଫଳତା ସେତେବେଳେ ମିଳିଥାଏ ଯେତେବେଳେ ଜଣେ ଜୀବନର ଆହ୍ୱାନପୂର୍ଣ୍ଣ ପଥରେ ସାହସ ଏବଂ ସ୍ପଷ୍ଟତା ସହିତ ତିଷ୍ଠି ରହିଥାଏ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:
‘‘ଉତିଷ୍ଠତ ଜାଗ୍ରତ ପ୍ରାପ୍ୟ ବରାତ୍ରିବୋଧତ ।
ଦୁରସ୍ୟ ଧାରା ନିଶିନ୍ତା ଦୁରତେୟା ଦୁର୍ଗ ପଥତ୍ସକ୍ତବ୍ୟୋ ବଦନ୍ତି ।’’
HS
(ରିଲିଜ ଆଡି: 2214065)
ପରିଦର୍ଶକ କାଉଣ୍ଟର : 37
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam