ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୀତା ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ପୋଷ୍ଟ କରାଯିବା ଦିନାଙ୍କ:
11 DEC 2024 10:24AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୀତା ଜୟନ୍ତୀ ଅବସରରେ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
ଶ୍ରୀ ମୋଦୀ ପବିତ୍ର ଶାସ୍ତ୍ରର ଗୁରୁତ୍ୱ ଉପରେ ଆଲୋକପାତ କରୁଥିବା ଏକ ଛୋଟ ଭିଡିଓ କ୍ଲିପ୍ ମଧ୍ୟ ସେୟାର କରିଛନ୍ତି।
ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି
"ଗୀତା ଜୟନ୍ତୀ ଅବସରରେ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ପରମ୍ପରାକୁ ମାର୍ଗଦର୍ଶନ କରୁଥିବା ଦିବ୍ୟ ଶାସ୍ତ୍ରର ଜୟନ୍ତୀ ଭାବରେ ପାଳନ କରାଯାଉଥିବା ଏହି ପବିତ୍ର ପର୍ବ ସମସ୍ତଙ୍କୁ କର୍ମ ଯୋଗର ପଥ ଦେଖାଇବ । ଜୟ ଶ୍ରୀ କୃଷ୍ଣ! "
HS
(ରିଲିଜ ଆଡି: 2173105)
ପରିଦର୍ଶକ କାଉଣ୍ଟର : 23
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam