ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସାମିଲ ହେବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

Posted On: 23 SEP 2025 12:54PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବ୍ୟାପୀ ଜନସାଧାରଣଙ୍କୁ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ଏହାକୁ ଏକ ପ୍ରେରଣାଦାୟକ ପଦକ୍ଷେପ ବୋଲି ବର୍ଣ୍ଣନା କରି କହିଛନ୍ତି କି ଏହା ସାମୂହିକ ଦାୟିତ୍ୱବଦ୍ଧତା ଓ ରାଷ୍ଟ୍ରୀୟ ଗୌରବର ଭାବନାକୁ ପ୍ରତିବିମ୍ବିତ କରୁଛି ।

ଆଜି ଏକ୍ସରେ ସେୟାର କରାଯାଇଥିବା ଏକ ବାର୍ତ୍ତାରେ ସେ କହିଛନ୍ତି;

“ସ୍ୱଚ୍ଛତା ସହ ଯୋଡ଼ି ହୋଇଥିବା ଏହି ପଦକ୍ଷେପ ବହୁତ ଉତ୍ସାହପୂର୍ଣ୍ଣ । ଅଧିକରୁ ଅଧିକ ଲୋକ ଏଥିରେ ସାମିଲ ହୋଇ ଏହାକୁ ସଫଳ କରିବାକୁ ମୋର ଆହ୍ୱାନ ।

swachhatahiseva.gov.in ”

SR


(Release ID: 2170325)