ପୋଷ୍ଟ କରାଯିବା ଦିନାଙ୍କ:
27 AUG 2025 7:35AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗଣେଶ ଚତୁର୍ଥୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି;
“ଆପଣ ସମସ୍ତଙ୍କୁ ଗଣେଶ ଚତୁର୍ଥୀରେ ଢେର ଶୁଭକାମନା । ଶ୍ରଦ୍ଧା ଓ ଭକ୍ତିରେ ଭରପୂର ଏହି ପବିତ୍ର ଅବସର ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ । ଭଗବାନ ଗଜାନନଙ୍କୁ ଏହି ପ୍ରାର୍ଥନା କି ସମସ୍ତ ଭକ୍ତଙ୍କୁ ସୁଖ, ଶାନ୍ତି ଓ ଉତ୍ତମ ସ୍ୱାସ୍ଥ୍ୟର ଆଶୀର୍ବାଦ ଦିଅନ୍ତୁ । ଗଣପତି ବାପ୍ପା ମୋରୟା!”
SR