ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୟଲଳିତାଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କଲେ
Posted On:
24 FEB 2025 5:54PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜୟଲଳିତା ଜୀଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କରିଛନ୍ତି । ସେ ତାଙ୍କୁ ଜଣେ ଦୟାଳୁ ନେତ୍ରୀ ଏବଂ ଉତ୍ତମ ପ୍ରଶାସକ ଭାବେ ବର୍ଣ୍ଣନା କରିଛନ୍ତି, ଯିଏକି ତାମିଲନାଡ଼ୁର ବିକାଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ।
ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ଜୟଲଳିତା ଜୀଙ୍କୁ ତାଙ୍କ ଜନ୍ମ ଦିନରେ ସ୍ମରଣ କରୁଛି । ସେ ଜଣେ ଦୟାଳୁ ନେତ୍ରୀ ଏବଂ ଉତ୍ତମ ପ୍ରଶାସକ ଭାବେ ପରିଚିତଳ ଯିଏକି ତାମିଲନାଡ଼ୁର ବିକାଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ଏହା ମୋର ସୌଭାଗ୍ୟ ଯେ ଅନେକ ଥର ତାଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ମିଳିଛି । ସେ ସର୍ବଦା ବହୁତ ଉଚ୍ଛ୍ୱାସର ସହ ଆଲୋଚନା କରୁଥିଲେ ଏବଂ ଜନକଲ୍ୟାଣକାରୀ ପଦକ୍ଷେପକୁ ସମର୍ଥନ କରୁଥିଲେ ।”
SR
(Release ID: 2106307)
Visitor Counter : 26
Read this release in:
English
,
Urdu
,
Marathi
,
Hindi
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam