ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମିଜୋରାମ ରାଜ୍ୟପାଳ
ପୋଷ୍ଟ କରାଯିବା ଦିନାଙ୍କ:
21 JAN 2025 12:54PM by PIB Bhubaneshwar
ମିଜୋରାମ ରାଜ୍ୟପାଳ ଜେନେରାଲ ଭି କେ ସିଂହ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହ୍ୟାଣ୍ଡଲ ପକ୍ଷରୁ ଏକ୍ସ ରେ ପୋଷ୍ଟ ହୋଇଛି:
“ମିଜୋରାମ ରାଜ୍ୟପାଳ @Gen_VKSingh ପ୍ରଧାନମନ୍ତ୍ରୀ @narendramodiଙ୍କୁ ଭେଟିଛନ୍ତି ।
@MizoramGovernor”
SR
(ରିଲିଜ ଆଡି: 2094863)
ପରିଦର୍ଶକ କାଉଣ୍ଟର : 46
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam