ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜନ୍ମ ବାର୍ଷିକୀରେ ଶ୍ରୀ ମନ୍ନଥୁ ପଦ୍ମନାଭନଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 02 JAN 2025 4:40PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ମନ୍ନଥୁ ପଦ୍ମନାଭନଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମନେ ପକାଇଛନ୍ତି । ଶ୍ରୀ ମୋଦୀ ତାଙ୍କୁ ସଚ୍ଚା ଦୂରଦର୍ଶୀ ବ୍ୟକ୍ତି ଭାବେ ପ୍ରଶଂସା କରିବା ସହ ସେ ସମାଜର ଉତଥାନ, ମହିଳା ସଶକ୍ତୀକରଣ ଏବଂ ମାନବୀୟ କଷ୍ଟ ଦୂର କରିବାକୁ ସଦୟ ପ୍ରଚେଷ୍ଟା କରୁଥିଲେ ବୋଲି କହିଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:

“ଶ୍ରୀ ମନ୍ନଥୁ ପଦ୍ମନାଭନଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମନେ ପକାଉଛି । ସେ ବାସ୍ତବରେ ଜଣେ ଦୂରଦର୍ଶୀ ବ୍ୟକ୍ତି ଥିଲେ, ଯିଏ କି ସର୍ବଦା ସମାଜର ଉତଥାନ, ମହିଳା ସଶକ୍ତୀକରଣ ଏବଂ ମାନବୀୟ କଷ୍ଟ ଦୂର କରିବାକୁ ପ୍ରଚେଷ୍ଟା କରୁଥିଲେ । ଶିକ୍ଷା ଓ ପ୍ରଶିକ୍ଷଣକୁ ସେ ଗୁରୁତ୍ୱ ଦେଉଥିଲେ । ଆମ ରାଷ୍ଟ୍ର ପାଇଁ ଥିବା ଦାଙ୍କର ଦୂରଦୃଷ୍ଟିକୁ ପୂରଣ କରିବାକୁ ଆମେ ପ୍ରତିବଦ୍ଧ ।”

SR


(रिलीज़ आईडी: 2089727) आगंतुक पटल : 46
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam