ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                    
                    
                        ଶ୍ରୀ ମହେନ୍ଦ୍ର ସିଂହ ମେୱାଡ଼ଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ
                    
                    
                        
                    
                
                
                    Posted On:
                10 NOV 2024 10:38PM by PIB Bhubaneshwar
                
                
                
                
                
                
                ଚିତ୍ତୋରଗଡ଼ର ପୂର୍ବତନ ସାଂସଦ ଶୀ ମହେନ୍ଦ୍ର ସିଂହ ମେୱାଡ଼ଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶୋକ ବ୍ୟକ୍ତ କରିଛନ୍ତି । 
ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ସାମାଜିକ ଓ ରାଜନୈତିକ ଜୀବନରେ ଅମୂଲ୍ୟ ଯୋଗଦାନ ଦେଇଥିବା ଚିତ୍ତୋରଗଡ଼ର ପୂର୍ବତନ ସାଂସଦ ତଥା ମେୱାଡ଼ ରାଜପରିବାରର ସଦସ୍ୟ ମହେନ୍ଦ୍ର ସିଂହ ମେୱାଡ଼ଙ୍କ ପରଲୋକରେ ଅତ୍ୟନ୍ତ ଦୁଃଖିତ । ସେ ଆଜୀବନ ରାଜସ୍ଥାନର ବୀରାସତକୁ ବଜାୟ ରଖିବାରେ ସଫଳ ହୋଇଥିଲେ । ସେ ଲୋକଙ୍କ ସେବା କ୍ଷେତ୍ରରେ ନିଜକୁ ସମର୍ପି ଥିଲେ । ସମାଲ କଲ୍ୟାଣ ଦିଗରେ ତାଙ୍କ କାର୍ଯ୍ୟ ସର୍ବଦା ପ୍ରେରଣାସ୍ରୋତ ହୋଇ ରହିବ । ଦୁଃଖର ଏହି ସମୟରେ ତାଙ୍କ ପରିଜନ ଓ ପ୍ରଶଂସକଙ୍କ ପ୍ରତି ମୁଁ ସମବେଦନା ଜ୍ଞାପନ କରୁଛି । ଓମ୍ ଶାନ୍ତି ।”
    SR
                
                
                
                
                
                (Release ID: 2072257)
                Visitor Counter : 40
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam