ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରତନ ଟାଟାଙ୍କ ଅସାଧାରଣ ଜୀବନ ଏବଂ କାର୍ଯ୍ୟ ଉପରେ ନିବନ୍ଧରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 09 NOV 2024 9:48AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ରତନ ଟାଟାଙ୍କ ଆସାଧାରଣ ଜୀବନ ଏବଂ କାର୍ଯ୍ୟ ଉପରେ ଏକ ନିବନ୍ଧରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଶ୍ରୀ ରତନ ଟାଟାଙ୍କୁ ବିଦାୟ ଦେବାର ଇତି ମଧ୍ୟରେ ଏକ ମାସ ବିତିଗଲାଣି ଭାରତୀୟ ଶିଳ୍ପ ପ୍ରତି ତାଙ୍କର ଅବଦାନ ସବୁଦିନ ପାଇଁ ପ୍ରେରଣା ଯୋଗାଇବ ଏଠାରେ ମୁଁ ଏକ ଆଲେଖ୍ୟ ଲେଖିଛି ଯାହା ତାଙ୍କ ଅସାଧାରଣ ଜୀବନ ଏବଂ କାର୍ଯ୍ୟକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରେ

 

SR


(रिलीज़ आईडी: 2072109) आगंतुक पटल : 62
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam