ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଓଡ଼ିଶାରେ ଶପଥ ଗ୍ରହଣ ସମାରୋହର କିଛି ଦୃଶ୍ୟକୁ ନେଇ ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 JUN 2024 11:18PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ଐତିହାସିକ ଶପଥ ଗ୍ରହଣ ସମାରୋହର କିଛି ଦୃଶ୍ୟକୁ ନେଇ ଏକ ଭିଡିଓ ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଓଡ଼ିଶାରେ ଐତିହାସିକ ଶପଥ ଗ୍ରହଣ ସମାରୋହର କିଛି ଝଲକ !”

*****


(ରିଲିଜ ଆଡି: 2024883) ପରିଦର୍ଶକ କାଉଣ୍ଟର : 82