ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୋଙ୍ଗଲ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 JAN 2024 9:36AM by PIB Bhubaneshwar

ପୋଙ୍ଗଲ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ପୋଙ୍ଗଲର ପବିତ୍ର ଅବସରରେ ଶୁଭେଚ୍ଛା ।

***

SSP


(ରିଲିଜ ଆଡି: 1996168) ପରିଦର୍ଶକ କାଉଣ୍ଟର : 123