ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଗ୍ରାମକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ

Posted On: 15 NOV 2023 10:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଝାଡ଼ଖଣ୍ଡର ଉଲିହାଟୁ ଗ୍ରାମକୁ ଗସ୍ତ କରିଛନ୍ତି ଏବଂ ତାଙ୍କ ପ୍ରତିମାରେ ପୁଷ୍ପାଞ୍ଜଳି ଅର୍ପଣ କରଛନ୍ତି । ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଗ୍ରାମ ଗସ୍ତ କରିବାରେ ଶ୍ରୀ ମୋଦୀ  ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

 

‘ଭଗବାନ ବିର୍ସା ମୁଣ୍ଡା ଜୀଙ୍କ ଗ୍ରାମ ଉଲିହାଟୁରେ ତାଙ୍କୁ ପ୍ରଣାମ କରିବାର ସୌଭାଗ୍ୟ ପାଇଲି । ଏଠାକୁ ଆସି ଅନୁଭବ କଲି ଯେ ଏହି ପବିତ୍ର ଭୂମି କେତେ ଶକ୍ତି-ଉର୍ଜାରେ ପରିପୂର୍ଣ୍ଣ । ଏହି ମାଟିର ପ୍ରତି କଣିକା ସାରା ଦେଶର ମୋର ପରିବାରଜନଙ୍କୁ ପ୍ରେରିତ କରୁଛି’

 

 

 SR


(Release ID: 1977316) Visitor Counter : 79