ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉତ୍ତରାଖଣ୍ଡ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ

Posted On: 09 NOV 2023 9:50AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

ଶ୍ରୀ ମୋଦୀ କହିଛନ୍ତି, ଦେବଭୂମି ଉତ୍ତରାଖଣ୍ଡ ଭାରତୀୟ ସଂସ୍କୃତି ଓ ପରମ୍ପରାର ସମୃଦ୍ଧିରେ ଅମୂଲ୍ୟ ଯୋଗଦାନ ରଖିଛି ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

ଦେବଭୂମି ଉତ୍ତରାଖଣ୍ଡ ଭାରତୀୟ ସଂସ୍କୃତି ଓ ପରମ୍ପରାର ସମୃଦ୍ଧିରେ ଅମୂଲ୍ୟ ଯୋଗଦାନ ରଖିଛି । ପ୍ରାକୃତିକ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ଏହି ରାଜ୍ୟର ମୋର ସବୁ ପରିବାରଜନ ଅତ୍ୟନ୍ତ ପରିଶ୍ରମୀ ସହ ବେଶ୍ ସାହସୀ ମଧ୍ୟ । ଆଜି ରାଜ୍ୟର ସ୍ଥାପନା ଦିବସରେ ସେମାନଙ୍କୁ ମୋର ବହୁତ ଶୁଭକାମନା ।

 

 SR



(Release ID: 1975814) Visitor Counter : 67